Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ସମୁଦ୍ରରେ ସ୍ନାନ ବେଳେ ନିଖୋଜ ହୋଇଗଲେ ଯୁବକ

Odisha

ସମୁଦ୍ରରେ ସ୍ନାନ ବେଳେ ନିଖୋଜ ହୋଇଗଲେ ଯୁବକ

Ritu Das
Browse all articles by Ritu Das
·1 year ago
ସମୁଦ୍ରରେ ସ୍ନାନ ବେଳେ ନିଖୋଜ ହୋଇଗଲେ ଯୁବକ

ଅର୍ଗସ ବ୍ୟୁରୋ: ସମୁଦ୍ରରେ ସ୍ନାନ ବେଳେ ନିଖୋଜ ହୋଇଗଲେ ଯୁବକ। ହୋଟେଲ ଭିକ୍ଟୋରିଆ ସମ୍ମୁଖ ସମୁଦ୍ରରେ ସ୍ନାନ କରୁଥିବା ବେଳେ ନିଖୋଜ। ନିଖୋଜ ଯୁବକ ହେଉଛନ୍ତି ଭଦ୍ରକ ଅଞ୍ଚଳର ଆୟୁଷ ମହାପାତ୍ର। ସାଙ୍ଗମାନଙ୍କ ସହ ପୁରୀ ବୁଲିବାକୁ ଆସିଥିଲେ ଆୟୁଷ। 

ଆଜି ମଧ୍ୟାହ୍ନ ସମୟରେ ସମୁଦ୍ରରେ ସ୍ନାନ କରୁଥିବା ବେଳେ ହୋଇଛନ୍ତି ନିଖୋଜ। ଲାଇଫ ଗାର୍ଡ ଓ ଅଗ୍ନିଶମ ବିଭାଗ ପକ୍ଷରୁ ଚାଲିଛି ଖୋଜାଖୋଜି। ଏପର୍ଯ୍ୟନ୍ତ ଆୟୁଷଙ୍କର କୌଣସି ପତ୍ତା ମିଳିନାହିଁ।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Painting
Sponsored
A young man | Argus News