Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ମୟୂରଭଞ୍ଜରେ ବଜ୍ରପାତରେ ଯୁବତୀଙ୍କ ମୃତ

Odisha

ମୟୂରଭଞ୍ଜରେ ବଜ୍ରପାତରେ ଯୁବତୀଙ୍କ ମୃତ

Rashmita Mishra
Browse all articles by Rashmita Mishra
·1 year ago
ମୟୂରଭଞ୍ଜରେ ବଜ୍ରପାତରେ ଯୁବତୀଙ୍କ ମୃତ

ଅର୍ଗସ ବ୍ୟୁରୋ: ମୟୂରଭଞ୍ଜ ଜିଲ୍ଲା ବାରିପଦା ସଦର ଥାନା ଅନ୍ତର୍ଗତ ଗୁଡିପୋଖରୀ ଗ୍ରାମରେ ଅପରାହ୍ନରେ ବଜ୍ରପାତ ହେବା ଫଳରେ ଜଣେ ଯୁବତୀଙ୍କ ମୃତ୍ୟୁ ଘଟିଛି । ମୃତକ ଜଣଙ୍କ ହେଉଛନ୍ତି ଗୁଡିପୋଖରୀ ଗ୍ରାମର ସାଗରାମ ମୁର୍ମୁଙ୍କ ଝିଅ ସୁମିତ୍ରା। ବିଲରେ କାମ କରୁଥିବା ବେଳେ ବଜ୍ରପାତ ହେବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । ବାରିପଦା ସଦର ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ପୂର୍ବକ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ବାରିପଦା ପିଆରଏମ ମେଡିକାଲ କଲେଜ ଓ ହସ୍ପିଟାଲକୁ ଆଣିଛି ।

ଆହୁରି ପଢନ୍ତୁ ଓଡିଶା ଖବର...
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Raja Festival
Sponsored
A young woman died due to lightning in Mayurbhanj | Argus News