Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ରାସ୍ତା ଉପରେ ଯୁବକଙ୍କୁ ଗଳାକାଟି ହତ୍ୟା

Ritu Das
Browse all articles by Ritu Das
·2 years ago
ରାସ୍ତା ଉପରେ ଯୁବକଙ୍କୁ ଗଳାକାଟି ହତ୍ୟା

ଅର୍ଗସ ବ୍ୟୁରୋ: ପଦ୍ମପୁର ଉପଖଣ୍ଡ ପାଇକମାଳ ଥାନା ମଣ୍ଡୋସିଲ ଗ୍ରାମରେ ଘଟିଛି ଏପରି ଏକ ଅଭାବନିୟ ଘଟଣା। ତେବେ ଗତରତିରେ ମଣ୍ଡୋସିଲରୁ ଭୁତମୁଣ୍ଡା ଯିବା ରାସ୍ତାରେ କିଛି ଯୁବକ ବାଇକରେ ଆସି ସେହି ଗ୍ରାମର ପିଙ୍କୁ ସାହୁ ନାମକ ଜଣେ ଯୁବକଙ୍କ ସହ ଝଗଡା କରିବା ସହ ତାଙ୍କୁ ଜୀବନରୁ ମାରି ଦେଇଥିବା ଜଣାପଡିଛି। 

ତେବେ ରାତିରେ ଗାଁ ଲୋକେ ଜାଣିବା ପରେ ପୋଲିସକୁ ସୂଚନା ଦେଇଥିବା ବେଳେ ପାଇକମାଳ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ନୂଆପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠେଇ ତଦନ୍ତ କରୁଥିବା ସୂଚନା ଦେଇଛନ୍ତି ଥାନା ଅଧିକାରୀ। ପୂର୍ବଶତ୍ରୁତାକୁ କେନ୍ଦ୍ର କରି ହତ୍ୟା କରାଯାଇଥିବା ପୋଲିସ ସୂଚନା ଦେଇଛି। 

ଅଧିକ ପଢ଼ନ୍ତୁ ଅପରାଧ ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
A youth | Argus News