Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

 ଭିନ୍ନକ୍ଷମ ନାବାଳିକାଙ୍କୁ ଦୁଷ୍କର୍ମ,  ଅଭିଯୁକ୍ତକୁ ଆଜୀବନ ଦଣ୍ତାଦେଶ 

Manini Pattanayak
Browse all articles by Manini Pattanayak
·1 year ago
 ଭିନ୍ନକ୍ଷମ ନାବାଳିକାଙ୍କୁ ଦୁଷ୍କର୍ମ,  ଅଭିଯୁକ୍ତକୁ ଆଜୀବନ ଦଣ୍ତାଦେଶ 

 ସମ୍ବଲପୁର:  ଭିନ୍ନକ୍ଷମ ନାବାଳିକାଙ୍କୁ ଦୁଷ୍କର୍ମ   ଅଭିଯୋଗରେ ଅଭିଯୁକ୍ତ କୁ ଆଜୀବନ କାରାଦଣ୍ଡ  । ସମ୍ବଲପୁର ଜିଲ୍ଲାର ଗୋବିନ୍ଦପୁର ଥାନା ଅଂଚଳରେ ଜଣେ ଭିନ୍ନକ୍ଷମ ନାବାଳିକା ଙ୍କୁ ସମ୍ପକୀୟ ମାମୁ ଜଶୋବନ୍ତ କାଣ୍ତୋଲା ଚକୋଲେଟ୍ ଦେବା ବାହାନାରେ ଦୁଷ୍କର୍ମ କରିଥିଲା । 

ନାବାଳିକା ଜଣକ ଗର୍ଭବତୀ ହେବା ପରେ ପରିବାର ପକ୍ଷରୁ ଗୋବିନ୍ଦପୁର ଥାନାରେ ଏତଲା ହୋଇଥିଲା । ଅଭିଯୋଗ ଆଧାରେ ଅଭିଯୁକ୍ତ କୁ ପୋଲିସ ଗିରଫ କରିଥିଲା । ଘଟଣାର ସମ୍ଵଲପୁର ସ୍ବତନ୍ତ୍ର ପୋକସୋ କୋର୍ଟ ବିଚାରପତି ଅଭିଳାଷ ସେନାପତି ୨୪ ଜଣ ସାକ୍ଷୀଙ୍କ ବୟାନ ବିଚାର କରିଥିଲେ । ଅଭିଯୁକ୍ତ କୁ ଆଜୀବନ କାରାଦଣ୍ଡ ସହ ୧ ଲକ୍ଷ ଟଙ୍କା ଜରିମାନା ଦଣ୍ଡାଦେଶ ଶୁଣାଇଛନ୍ତି । 
ଅଧିକ ପଢନ୍ତୁ  ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Abuse of disabled minor, life sentence for accused | Argus News