ABVP Victory / ଭୁବନେଶ୍ବରର ଦୁଇ ପ୍ରମୁଖ କଲେଜରେ ABVPର ବିଜୟ, ବିଜେବିରେ ଆର୍ଯ୍ୟନ ଓ ରାଜଧାନୀରେ ଅବିନାଶ ସଭାପତି
·1 hour ago·1 min read

Key Points
ରାଜଧାନୀ, ବିଜେବିରେ ABVPର ବିଜୟ
ବିଜେବି କଲେଜରେ ସଭାପତି ପଦ ହାସଲ କଲେ ଆର୍ଯ୍ୟନ ମହାପାତ୍ର
ରାଜଧାନୀ କଲେଜରେ ସଭାପତି ପଦ ହାସଲ କଲେ ଅବିନାଶ ପାଢ଼ୀ
ବିଜେବି କଲେଜରେ ସଭାପତି ପଦ ହାସଲ କଲେ ଆର୍ଯ୍ୟନ ମହାପାତ୍ର
ରାଜଧାନୀ କଲେଜରେ ସଭାପତି ପଦ ହାସଲ କଲେ ଅବିନାଶ ପାଢ଼ୀ
ଦୀର୍ଘ ବର୍ଷର ଅପେକ୍ଷାର ଅନ୍ତ । ରାଜ୍ୟର ୩୪୩ଟି ମହାବିଦ୍ୟାଳୟ ଓ ୧୨ଟି ବିଶ୍ୱବିଦ୍ୟାଳୟରେ ଶେଷ ହୋଇଛି ଭୋଟିଂ । କ୍ୟାମ୍ପସରେ ସକାଳ ୮ଟାରୁ ମତଦାନ ଆରମ୍ଭ ହୋଇ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଚାଲିଥିଲା । ଭୋଟିଂ ପରେ ଏବେ ଜାରି ରାହିଛି ଭୋଟ୍ ଗଣତି । ତେବେ ବର୍ତ୍ତମାନ ସୁଦ୍ଧା ମିଳିଥିବା ତଥ୍ୟ ଅନୁସାରେ ରାଜ୍ୟରେ ବହୁ କଲେଜରେ ABVP ବିଜୟଲାଭ କରିଛି ।
ଯଦି ଭୁବନେଶ୍ବର କଥା କହିବା ତାହାଲେ, ରାଜଧାନୀର ଦୁଇ ପ୍ରମୁଖ କଲେଜ ରାଜଧାନୀ ଓ ବିଜେବି କଲେଜରେ ABVP ବିଜୟୀ ହୋଇଛି । ବିଜେବି କଲେଜରେ ସଭାପତି ପଦ ହାସଲ କରିଛନ୍ତି ABVP ପ୍ରାର୍ଥୀ ଆର୍ଯ୍ୟନ ମହାପାତ୍ର । ସେହିପରି ରାଜଧାନୀ କଲେଜରେ ସଭାପତି ହୋଇଛନ୍ତି ଅବିନାଶ ପାଢ଼ୀ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories