ବାଙ୍ଗିରିପୋଷି ଦ୍ଵାରଶୁଣି ଘାଟିରେ ଦୁର୍ଘଟଣା
·2 years ago

ମୟୂରଭଞ୍ଜ: ବାଙ୍ଗିରିପୋଷି ଦ୍ଵାରଶୁଣି ଘାଟିରେ ଦୁର୍ଘଟଣା । ଅନୁଗୁଳରୁ ମୂର୍ସିଦାବାଦ୍ ଯାଉଥିବା ଏକ ଘରୋଇ ବସ ଭାରସାମ୍ୟ ହରାଇ ଦୁର୍ଘଟଣା ଗ୍ରସ୍ତ ହୋଇଛି ।
ବସରେ ୨୦ରୁ ଅଧିକ ଶ୍ରମିକ ରହିଥିବାବେଳେ ଗୁରୁତର ଡ୍ରାଇଭର ସହ ଆହତମାନଙ୍କୁ ନିକଟସ୍ଥ ବାଙ୍ଗିରିପୋଷି ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି।
ଅଧିକ ପଢନ୍ତୁ ଓଡ଼ିଶା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: