|
logo
Live

Argus News - ପାଇଖାନା ଟାଙ୍କିର ସେଣ୍ଟ୍ରିଂ ବେଳେ ଅଘଟଣ , ୩ ଶ୍ରମିକ ମୃତ

Odisha

ପାଇଖାନା ଟାଙ୍କିର ସେଣ୍ଟ୍ରିଂ ବେଳେ ଅଘଟଣ , ୩ ଶ୍ରମିକ ମୃତ

Swayangprajna Mishra
Browse all articles by Swayangprajna Mishra
·1 year ago
ପାଇଖାନା ଟାଙ୍କିର ସେଣ୍ଟ୍ରିଂ ବେଳେ ଅଘଟଣ , ୩ ଶ୍ରମିକ ମୃତ

ଅର୍ଗସ ବ୍ୟୁରୋ : ପାଇଖାନା ଛାତ ସେଣ୍ଟରିଂ ଖୋଲିବା ହେଲା କାଳ। ନିର୍ମାଣାଧୀନ ପାଇଖାନା ଟାଙ୍କିର ସେଣ୍ଟ୍ରିଂ ଖୋଳୁଥିବା ବେଳେ ଅଘଟଣ । ଖୋଲିବା ବେଳେ ଭୁସୁଡି ଗଲା ସେଣ୍ଟିରଂ। ଶ୍ବାସରୁଦ୍ଧ ହୋଇ ୩ ଶ୍ରମିକ ମୃତ, ଜଣେ ଗୁରୁତର । ଏପରି ଘଟଣା ଘଟିଛି ଜମନକିରା ଥାନା ପୁକୁଡ଼ା ଅଂଚଳରେ। ଶ୍ଵାସରୁଦ୍ଧ ହୋଇ ମୃତ୍ୟୁ ହୋଇଥିବା ଜଣା ପଡିଛି।

ଅଧିକ ପଢନ୍ତୁ : ଗଳିକନ୍ଦିରେ ଚାଲିଛି ବେଆଇନ ମଦ କାରବାର

ଗୁରୁତର ଶ୍ରମିକଙ୍କୁ ସମ୍ବଲପୁର ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ପାଇଖାନା ଟାଙ୍କିର ସେଣ୍ଟ୍ରିଂ ବେଳେ ଅଘଟଣ , ୩ ଶ୍ରମିକ ମୃତ | Argus News