Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଦୀପାବଳିରେ ଅଘଟଣ: ଲକ୍ଷାଧିକ ଟଙ୍କାର ତୁଳାଗଦା ପୋଡ଼ି ନଷ୍ଟ

Odisha

ଦୀପାବଳିରେ ଅଘଟଣ: ଲକ୍ଷାଧିକ ଟଙ୍କାର ତୁଳାଗଦା ପୋଡ଼ି ନଷ୍ଟ

Ritu Das
Browse all articles by Ritu Das
·2 years ago
ଦୀପାବଳିରେ ଅଘଟଣ: ଲକ୍ଷାଧିକ ଟଙ୍କାର ତୁଳାଗଦା ପୋଡ଼ି ନଷ୍ଟ

ଅର୍ଗସ ବ୍ୟୁରୋ: ଦୀପାବଳିରେ ଅଘଟଣ। ପୋଡ଼ିଗଲା ଲକ୍ଷାଧିକ ଟଙ୍କାର ତୁଳା ଗଦା। ନୂଆପଡା ଜିଲ୍ଲା ସିନାପାଲି ସହରରେ ଆଜି ସନ୍ଧ୍ୟାରେ ଘଟିଛି ଏଭଳି ଅଘଟଣ। ଘର ସମ୍ମୁଖରେ ପିଲାମାନେ ବାଣ ଫୁଟାଉଥିବା ବେଳେ ନିଆଁ ଘରେ ଥିବା ତୁଳାଗଦାରେ ନିଆଁ ଲାଗିଥିଲା। 

ଦମକଳ ବାହିନୀ ଆସି ନିଆଁକୁ ଆୟତ୍ତ କରିବା ବେଳକୁ ତୁଳା ଗଦା ପୋଡ଼ି ନଷ୍ଟ ହୋଇ ଯାଇଥିଲା। ସହରରେ ରହୁଥିବା ଜମିର ଖାନଙ୍କ ଲକ୍ଷାଧିକ ଟଙ୍କାର ତୁଳା, ବ୍ୟବସାୟିକ ସାମଗ୍ରୀ, ଘର ଚଳଣି ସାମଗ୍ରୀ ପୋଡ଼ି ନଷ୍ଟ ହୋଇ ଯାଇଛି। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Accident in diwali | Argus News