କାରରେ ଥିଲେ ଏକ ଟିଭି ସିରିଏଲ କଳାକାର ଟିମ୍
·2 years ago

କଟକ: କଟକ କୁଆଖିଆ ନଦୀ ପୋଲ ଉପରେ ଦୁର୍ଘଟଣା । କାରକୁ ଧକ୍କା ନେଇ ନଦୀକୁ ଖସିଲା ସିମେଣ୍ଟ ବୋଝେଇ ଟ୍ରକ । କାଜି ପାଟଣା ନିକଟରେ ଘଟିଛି ଦୁର୍ଘଟଣା । ଦୁର୍ଘଟଣାରେ 5 ଜଣ ଆହତ ହୋଇଥିବାବେଳେ ଜଣଙ୍କର ମୃତ୍ୟୁ ହୋଇଛି । କାରରେ ଥିଲେ ଏକ ଟିଭି ସିରିଏଲ କଳାକାର ଟିମ୍ । ମୃତ ମହିଳା କଳାକାର ଟିମ୍ ସଦସ୍ୟ ହୋଇଥିବା ସୂଚନା ରହିଛି । ଗତକାଲି ବିଳମ୍ବିତ ରାତିରେ ଘଟିଛି ଦୁର୍ଘଟଣା ।
ଆହୁରି ପଢନ୍ତୁ ଓଡିଶା ଖବର...
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: