|
logo
Live

Argus News - ଗଂଜେଇ ଚାଷ ନଷ୍ଟ କଲା ପୋଲିସ

Odisha

ଗଂଜେଇ ଚାଷ ନଷ୍ଟ କଲା ପୋଲିସ

Manini Pattanayak
Browse all articles by Manini Pattanayak
·2 years ago
ଗଂଜେଇ ଚାଷ ନଷ୍ଟ କଲା ପୋଲିସ

ବୌଦ୍ଧ: ଗଂଜେଇ ଚାଷ ନଷ୍ଟ କଲା ପୋଲିସ । ସୂଚନା ଅନୁସାରେ ଘଣ୍ଟାପଡା ଥାନା ର ଲଣ୍ଡନପଡା ଜଙ୍ଗଲ ରେ ବେଆଇନ ଭାବରେ 10 ଏକର ଜଙ୍ଗଲ ଜମିରେ 12ହଜାର ଗଂଜେଇ ଗଛ ଲାଗିଥିଲା । ଏହି ଖବର ଥାନା ଅଧିକାର ଜାଣିବା ପରେ ଏକ ଟିମସହ ଚଢ଼ାଉ କରି ସମସ୍ତ ଗଂଜେଇ ଗଛ କାଟି ନଷ୍ଟ କରିଛନ୍ତି I ନଷ୍ଟ ଗଂଜେଇ ମୂଲ୍ୟ ଲକ୍ଷାଧୀକ ଟଙ୍କା  ହେବାନେଇ ଥାନା ଅଧିକାରୀ ଙ୍କ ସୂଚନା I 

ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ଗଂଜେଇ ଚାଷ ନଷ୍ଟ କଲା ପୋଲିସ | Argus News