Videos
|
Odisha

ଭୁବନେଶ୍ୱରରୁ ସିମବକ୍ସ ଜବତ ଘଟଣା, ପୁଣି ରିମାଣ୍ଡରେ ଆସିବ ଅଭିଯୁକ୍ତ ରାଜୁ ମଣ୍ଡଳ

Banajyotshna Ray
Browse all articles by Banajyotshna Ray
·2 years ago
ଭୁବନେଶ୍ୱରରୁ ସିମବକ୍ସ ଜବତ ଘଟଣା, ପୁଣି ରିମାଣ୍ଡରେ ଆସିବ ଅଭିଯୁକ୍ତ ରାଜୁ ମଣ୍ଡଳ

ଅର୍ଗସ ବ୍ୟୁରୋ:  ଭୁବନେଶ୍ୱରରୁ ସିମବକ୍ସ ଜବତ ଘଟଣା ।  ପୁଣି ରିମାଣ୍ଡ ରେ ଆସିବ ଅଭିଯୁକ୍ତ ରାଜୁ ମଣ୍ଡଳ । ଘଟଣାରେ କଟକ, ଭୁବନେଶ୍ବର ଓ ରାଞ୍ଚିରେ ଚଢାଉ ହୋଇଥିଲା । ୧୭ ଟି ସିମ୍ ବକ୍ସ ଓ ୬୭୮ସିମ୍ କାର୍ଡ ଜବତ ହୋଇଥିଲା । ରାଜୁ ମଣ୍ଡଳକୁ ଦୁଇଦିନ ପାଇଁ ରିମାଣ୍ଡ ରେ ଆଣିବ ଲକ୍ଷ୍ମୀସାଗର ଥାନା ପୋଲିସ । ଆଜିଠୁ ଦୁଇଦିନ ରିମାଣ୍ଡରେ ଆସିବ ରାଜୁ ମଣ୍ଡଳ । ଦ୍ବିତୀୟ ପର୍ଯ୍ୟାୟ ରିମାଣ୍ଡ ପାଇଁ ପୋଲିସ 7 ଦିନ ଆବେଦନ କରିଥିଲା । ରିମାଣ୍ଡ ବେଳେ କଲିକତା ଲିଙ୍କ୍  ଓ ମାଷ୍ଟରମାଇଣ୍ଡ ଆସଦୂର ଜମାନ ସହ ସମ୍ପର୍କର ଖୋଳତାଡ଼ ହେବ ।

ଅଧିକ ପଢ଼ନ୍ତୁ ଓଡିଶା ଖବର: 

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: