Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଦୋକାନ କରିବାକୁ ନେଇ ଦୁଇ ଗୋଷ୍ଠୀ ପକ୍ଷରୁ ଏସିଡ ମାଡ଼

Smruti Parija
Browse all articles by Smruti Parija
·2 years ago
ଦୋକାନ କରିବାକୁ ନେଇ ଦୁଇ ଗୋଷ୍ଠୀ ପକ୍ଷରୁ ଏସିଡ ମାଡ଼

ନୂଆପଡା:  ନୂଆପଡା ଜିଲ୍ଲା ଖଡ଼ିଆଳ ଥାନା ଡୁଆଝରରେ ଏସିଡ ମାଡ଼ । ଦୋକାନ କରିବାକୁ ନେଇ ଦୁଇ ଗୋଷ୍ଠୀ ପକ୍ଷରୁ ହୋଇଛି ଏସିଡ ମାଡ଼ । ଏଥିରେ 3 ଆହତ ହୋଇଥିବାବେଳେ 2 ଗୁରୁତର ହୋଇଛନ୍ତି l ଦୁଇ ଜଣ ଗୁରୁତରଙ୍କୁ ନୂଆପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ଅନ୍ୟ ସବୁ ଖଡ଼ିଆଳ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି । ନିକଟସ୍ଥ ଚିନ୍ଦାଗୁଡାରେ ସୁନା କାରିଗରୀ ଦୋକାନ ନେଇ ଡୁଆଝର ଗାଁରେ ଗଣ୍ଡଗୋଳ ହୋଇଛି ।

ଆହୁରି ପଢନ୍ତୁ ଓଡିଶା ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
acid-attack-in-nuapada | Argus News