Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ସଞ୍ଜୟ ନାୟକଙ୍କ ଆତ୍ମହତ୍ୟା ମାମଲାରେ ଡିଏଫଓଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ

Odisha

ସଞ୍ଜୟ ନାୟକଙ୍କ ଆତ୍ମହତ୍ୟା ମାମଲାରେ ଡିଏଫଓଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ

Banajyotshna Ray
Browse all articles by Banajyotshna Ray
·1 year ago
ସଞ୍ଜୟ ନାୟକଙ୍କ ଆତ୍ମହତ୍ୟା ମାମଲାରେ ଡିଏଫଓଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ

ଅର୍ଗସ ବ୍ୟୁରୋ:  ଭବାନୀ ପାଟଣାରେ ଫରେଷ୍ଟର ସଞ୍ଜୟ ନାୟକଙ୍କ ଆତ୍ମହତ୍ୟା ମାମଲାରେ ଡିଏଫଓଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ । ଜାରିଂ ନର୍ସରୀରେ ଚାରା ଦୁର୍ନୀତି, ଓ ପିସି କାରବାରକୁ ନେଇ ଫରେଷ୍ଟର ସଞ୍ଜୟ ନାୟକଙ୍କୁ ଡିଏଫଓ ଦେବେନ୍ଦ୍ର ବେହେରା ବାରମ୍ବାର ପିସି ମାଗିବା ସହିତ ମାନସିକ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଥିଲା ।  ଏକ ହାତ ଲେଖା ସୁଇସାଇଡ଼ ନୋଟ ଛାଡି ଯାଇଥିଲେ ସଞ୍ଜୟ ।  ଭବାନୀପାଟଣା ସ୍ଥିତ ନିଜ ସରକାରୀ ବାସ ଭବନରେ ସଞ୍ଜୟଙ୍କ ଆତ୍ମହତ୍ୟା ଘଟଣାକୁ ନେଇ,ବିଭାଗ ପକ୍ଷରୁ ଆଜି ଡିଏଫଓ ଦେବେନ୍ଦ୍ର ବେହେରାଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି। ଭବାନୀପାଟଣା ପୋଲିସ ତାଙ୍କୁ ଜେରା କରୁଛି ।

ଅଧିକ ପଢ଼ନ୍ତୁ ଓଡିଶା ଖବର: 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Education Next Season 5
Sponsored
Action against DFO in Sanjay Naik's suicide case | Argus News