Videos
|
Odisha

ପ୍ରଦୀପ କୁମାର ମହାପାତ୍ରଙ୍କୁ ଗିରଫ କଲା ଭିଜିଲାନ୍ସ

Manini Pattanayak
Browse all articles by Manini Pattanayak
·1 year ago
ପ୍ରଦୀପ କୁମାର ମହାପାତ୍ରଙ୍କୁ ଗିରଫ କଲା ଭିଜିଲାନ୍ସ

କେନ୍ଦ୍ରାପଡା:  ଗିରଫ ହେଲେ କୁବେର ବାବୁ। କେନ୍ଦ୍ରାପଡ଼ାର ଅତିରିକ୍ତ ଯୋଗାଣ ଅଧିକାରୀ ପ୍ରଦୀପ କୁମାର ମହାପାତ୍ରଙ୍କୁ ଗିରଫ କଲା ଭିଜିଲାନ୍ସ। ବାବୁଙ୍କ ନିକଟରୁ 2.86 କୋଟି ଟଙ୍କାର ଡିପୋଜିଟ ଠାବ କରିଛି ଭିଜିଲାନ୍ସ। 

ତାଙ୍କ ପାଖରୁ ନଗଦ 1.21ଲକ୍ଷ ଟଙ୍କା ସହ 850 ଗ୍ରାମର ସୁନା ଅଳଙ୍କାର ଜବତ ହୋଇଛି। ଏଥି ସହ 2ଟି ଦାମୀ ପ୍ଲଟ ମଧ୍ୟ ଠାବ କରିଛି ଭିଜିଲାନ୍ସ। ବାବୁଙ୍କର କଟକ ଓ ଭୁବନେଶ୍ବରରେ ଦୁଇଟି ବିଲଡିଂ ଥିବା ସୂଚନା ମିଳିଛି।

ଅଧିକ ପଢନ୍ତୁ ଓଡ଼ିଶା ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Additional Supply Officer of Kendrapara, Pradeep Kumar Mohapatra was arrested by Vigilance. | Argus News