Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବିଜେଡିରେ ସାମିଲ ହେଲେ  ଅଧିରାଜ ପାଣିଗ୍ରାହୀ

Manini Pattanayak
Browse all articles by Manini Pattanayak
·2 years ago·1 min read
ବିଜେଡିରେ ସାମିଲ ହେଲେ  ଅଧିରାଜ ପାଣିଗ୍ରାହୀ

 ଭୁବନେଶ୍ୱର:  ବିଜେଡିରେ ସାମିଲ ହେଲେ  ଅଧିରାଜ ପାଣିଗ୍ରାହୀ। ସମର୍ଥିକଙ୍କ ସହ ବିଜେଡିରେ ହେଲେ ସାମିଲ। ଗତକାଲି କଂଗ୍ରେସରୁ ଦେଇଥିଲେ ଇସ୍ତଫା।  74 ଜଣ ନିର୍ବାଚିତ ପ୍ରତିନିଧିଙ୍କ ସହ ବିଜେଡିରେ ସାମିଲ ହେଲେ ହୋଇଛନ୍ତି ଅଧିରାଜ ପାଣିଗ୍ରାଣୀ ।  ଖରିଆର ବ୍ଲକ ଅଧ୍ୟକ୍ଷ ମଧ୍ୟ ବିଜେଡିରେ ସାମିଲ । 40 ସରପଞ୍ଚ ଓ  34 ସମିତ ସଭ୍ୟ ମଧ୍ୟ ହେଲେ ସାମିଲ । ମିଶ୍ରଣ ପର୍ବରେ ସାମିଲ ଅଛନ୍ତି  ମାନସ ମଙ୍ଗରାଜ ଓ  ସ୍ନେହାଙ୍ଗିନ ଛୁରିଆ।  

ସୂଚନାଯୋଗ୍ୟ ଯେ, ନୂଆପଡା ଜିଲ୍ଲାର ଖରିଆର ବିଧାନସଭା ନିର୍ବାଚନ ମଣ୍ଡଳୀ ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ଆସନ । ଏହି ଆସନରୁ ୨୦୧୯ ନିର୍ବାଚନରେ ବିଜେଡି ନେତା ଲମ୍ବୋଧର ନିଆଳଙ୍କୁ ହରାଇ ବିଧାନସଭାକୁ ଆସିଥିଲେ ଅଧିରାଜ ପାଣିଗ୍ରାହୀ । ତେଣୁ ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ସେ ଦଳ ବଦଳାଇ ବିଜେଡିରେ ସାମିଲ ହେବା ପରେ, ତାଙ୍କୁ ବିଜେଡି ଟିକେଟ୍ ମିଳିବା ପକ୍କା ବୋଲି କୁହାଯାଉଛି ।

ଅଧିକ ପଢନ୍ତୁ  ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Adhiraj Manigrahi joined the BJD | Argus News