ବ୍ୟାରିକେଟ୍ ପରିବର୍ତ୍ତନ ନେଇ ପ୍ରଶାସନ ଓ ପୂଜକଙ୍କ ମଧ୍ୟରେ କଥା କଟାକଟି
·2 years ago

ଅର୍ଗସ ବ୍ୟୁରୋ: ଧବଳେଶ୍ୱର ପୀଠରେ ପ୍ରଶାସନ ଓ ପୂଜକ ମୁହାଁମୁହିଁ । ବ୍ୟାରିକେଟ୍ ପରିବର୍ତ୍ତନ ନେଇ ଉଭୟଙ୍କ ମଧ୍ୟରେ କଥା କଟାକଟି । ଉତ୍ତର ପାର୍ଶ୍ୱରେ ଥିବା ବ୍ୟାରିକେଡ଼ ପରିବର୍ତ୍ତନକୁ ନେଇ ତୀବ୍ର ଅସନ୍ତୋଷ । ମନ୍ଦିର ମୁଖ୍ୟ ଦ୍ୱାରରେ ତାଲା ପକାଇଲେ ପୂଜକ ସମାଜ । ଦ୍ୱିତୀୟ ପଞ୍ଚୁକରେ ମନ୍ଦିର ବାହାରେ ହଜାର ହଜାର ଭକ୍ତ ଧାଡିରେ ଛିଡ଼ା ହୋଇ ରହିଛନ୍ତି । ବାବାଙ୍କ ଗଙ୍ଗାଧର ବେଶ ଦର୍ଶନରୁ ବଞ୍ଚିତ ଶ୍ରଦ୍ଧାଳୁ । ଯାହାକୁ ନେଇ ଭକ୍ତଙ୍କ ମନରେ ଦୁଃଖ ପ୍ରକାଶ ପାଇଛି।
ଅଧିକ ପଢ଼ନ୍ତୁ ଓଡିଶା ଖବର:
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: