Videos
|
Odisha

୯ ଦିନର ଶିଶୁ କନ୍ୟା ବିକ୍ରି ଅଭିଯୋଗର ପ୍ରଶାସନିକ ତଦନ୍ତ ଆରମ୍ଭ

Swayangprajna Mishra
Browse all articles by Swayangprajna Mishra
·1 year ago
୯ ଦିନର ଶିଶୁ କନ୍ୟା ବିକ୍ରି ଅଭିଯୋଗର ପ୍ରଶାସନିକ ତଦନ୍ତ ଆରମ୍ଭ

ଅର୍ଗସ ବ୍ୟୁରୋ : ରାୟଗଡା ୯ ଦିନର ଶିଶୁ କନ୍ୟା ବିକ୍ରି ଅଭିଯୋଗର ପ୍ରଶାସନିକ ତଦନ୍ତ ଆରମ୍ଭ। ତଦନ୍ତ ପାଇଁ ଚାନ୍ଦିଲି ଥାନାର  ନୂଆପଡା ଗାଁରେ ପହଞ୍ଚିଲେ ଉପଜିଲ୍ଲାପାଳ। ଦାରିଦ୍ର୍ୟ ପାଇଁ ବିକ୍ରି ଅଭିଯୋଗ ନେଇ ବାପା, ମାଆଙ୍କୁ ପଚରାଉଚରା।

ଅଧିକ ପଢନ୍ତୁ : ବାରଙ୍ଗ ତ୍ରିଶୂଳିଆ ଅଞ୍ଚଳରେ ଶିଶୁ କନ୍ୟାକୁ ଦୁଷ୍କର୍ମ ଅଭିଯୋଗ

ଏପଟେ ଶିଶୁ କନ୍ୟାକୁ ସିଡବ୍ଲ୍ୟୁସିଙ୍କୁ ହସ୍ତାନ୍ତର କରିଛନ୍ତି ନେଇଥିବା ଆନ୍ଧ୍ର ଦମ୍ପତି।ବାପା, ମାଆଙ୍କ ସମ୍ମତି ଅନୁସାରେ କୋର୍ଟ ପେପର କରିଥିବା କହିଛନ୍ତି ଆନ୍ଧ୍ର ଦମ୍ପତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Administrative investigation into the sale of 9-day-old baby girls has started | Argus News