Videos
|
Odisha

୨୫ ବର୍ଷ ପରେ ଓଡିଶା ସଂସ୍କୃତି ଆଧାରରେ ବିଜେପି ସରକାର ହେବାକୁ ଯାଉଛି: ଶାହ

Banajyotshna Ray
Browse all articles by Banajyotshna Ray
·2 years ago
୨୫ ବର୍ଷ ପରେ ଓଡିଶା ସଂସ୍କୃତି ଆଧାରରେ ବିଜେପି ସରକାର ହେବାକୁ ଯାଉଛି: ଶାହ

ଅର୍ଗସ ବ୍ୟୁରୋ:  ଅଇଁଠାପାଲିରେ ବିଜେଡିକୁ ଟାର୍ଗେଟ କଲେ ଅମିତ ଶାହା ଓଡିଶାରେ ହେବ ବିଜେପି ସରକାର । ୨୫ ବର୍ଷ ପରେ ଓଡିଶା ସଂସ୍କୃତି ଆଧାରରେ ବିଜେପି ସରକାର ହେବାକୁ ଯାଉଛି। ଓଡିଶାରେ ପରିବର୍ତ୍ତନ ହେବାକୁ ଯାଉଛି, ବିଜେପି ସରକାର ହେବ ବୋଲି କହିଲେ ଅମିତ ଶାହ। ଧର୍ମେନ୍ଦ୍ର ପ୍ରଧାନଙ୍କ ପରି ଦକ୍ଷ ନେତାଙ୍କୁ କେନ୍ଦ୍ରରେ ମନ୍ତ୍ରୀ କରାଯାଇଛି। ଓଡିଶାରେ ବିଜେପି ୭୫ ବିଧାନସଭା ସିଟ୍‌ ଜିତିବ କହିଲେ ଶାହ। ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ସରିଛି, ମୋଦି ୩୧୦ ପାର କରି ସାରିଛନ୍ତି। ବାକି ପର୍ଯ୍ୟାୟରେ ୪୦୦ ପାର ହେବା ସୁନିଶ୍ଚିତ। ସ୍ପଷ୍ଟ ବହୁମତରେ ଓଡିଶାରେ ବିଜେପି ଆସିବ। ରତ୍ନଭଣ୍ଡାର ପ୍ରସଙ୍ଗରେ ବର୍ଷିଲେ ଶହା। ଓଡିଶାରେ ତାମିଲ ଶାସନ କରିପାରିବେ ନାହିଁ।

ଅଧିକ ପଢ଼ନ୍ତୁ ଓଡିଶା ଖବର:
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
After 25 years, Odisha is going to be a BJP government on the basis of culture: Shah | Argus News