ଦୁଇ ଦିନ ବିରତି ପରେ ପୁଣି ସରଗରମ ହୋଇପାରେ ବିଧାନସଭା
·1 year ago

ଅର୍ଗସ ବ୍ୟୁରୋ: ଦୁଇ ଦିନ ବିରତି ପରେ ପୁଣି ସରଗରମ ହୋଇପାରେ ବିଧାନସଭା । ପ୍ରଶ୍ନକାଳରେ ପଞ୍ଚାୟତିରାଜ ଓ ପାନୀୟ ଜଳ, ଗୃହ ନିର୍ମାଣ ଓ ପୌର ଉନ୍ନୟନ, ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ଗ୍ରାମ୍ୟ ଉନ୍ନୟନ ଭଳି ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ବିଭାଗର ଆଲୋଚନା ରହିଛି । ଶୂନ୍ୟକାଳରେ ଉଠିପାରେ ସୁଭଦ୍ରା ଗାଇଡ୍ ଲାଇନ୍ ପ୍ରସଙ୍ଗ । ସେପଟେ ମହିଳା ଓ ଶିଶୁ ବିକାଶ, ମିଶନ୍ ଶକ୍ତି ଓ ପର୍ଯ୍ୟଟନ ବିଭାଗର ଖର୍ଚ୍ଚ ଦାବି ଆଲୋଚନା ପ୍ରସ୍ତାବ ମଧ୍ୟ ରହିଛି। ବିରୋଧୀ ଦଳ ପକ୍ଷରୁ ଦିଆଯିବ ମୁଲତବି ପ୍ରସ୍ତାବ ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: