Videos
|
Odisha

ଘରେ ପଶି ବାପାକୁ ପଥରରେ ପିଟି ପିଟି ହତ୍ୟା ପରେ ଝିଅକୁ ଦୁଷ୍କର୍ମ

Banajyotshna Ray
Browse all articles by Banajyotshna Ray
·2 years ago
ଘରେ ପଶି ବାପାକୁ ପଥରରେ ପିଟି ପିଟି ହତ୍ୟା ପରେ ଝିଅକୁ ଦୁଷ୍କର୍ମ

ଅର୍ଗସ ବ୍ୟୁରୋ:  ଗଞ୍ଜାମ ଜିଲ୍ଲା ଆସିକା ଥାନା ଅଞ୍ଚଳରେ ଚାଞ୍ଚଲ୍ୟ  l ଦିବ୍ୟାଙ୍ଗ ବାପାଙ୍କୁ ହତ୍ୟା ପରେ ଝିଅକୁ ଦୁଷ୍କର୍ମ ଅଭିଯୋଗ । ଦିନ ଦ୍ବିପ୍ରହରରେ ଜଣେ ବ୍ୟକ୍ତିଙ୍କ ଘରେ ପଶି ବାପାକୁ ପଥରରେ ପିଟି ପିଟି ହତ୍ୟା ପରେ ଝିଅକୁ ଦୁଷ୍କର୍ମ କରିଛି ଜଣେ ଯୁବକ l ଦୋକାନ କରି ପରିବାର ପ୍ରତିପୋଷଣ କରୁଥିବା ଜଣେ ଦିବ୍ୟାଙ୍ଗଙ୍କୁ ହତ୍ୟା କରି ଯୁବକ ଜଣଙ୍କ ତାଙ୍କ ଘର ଭିତରେ ପଶି ଝିଅକୁ ଦୁଷ୍କର୍ମ କରିଥିଲା l ଏହି ସମୟରେ ପୀଡ଼ିତାଙ୍କ ମାଆ ପ୍ରତିବାଦ କରିବାରୁ ତାଙ୍କୁ ମଧ୍ୟ ଆକ୍ରମଣ କରିଥିଲା ଯୁବକ । ଅଭିଯୁକ୍ତ  ମୁକେଶ ଆନନ୍ଦକୁ ସ୍ଥାନୀୟ ଲୋକେ ଅଟକ ରଖି ପୋଲିସରେ ଜିମା ଦେଇଛନ୍ତି । ପୋଲିସ ଘଟଣାରେ ତଦନ୍ତ କରୁଛି ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
After breaking into the house and stoning the father to death, the daughter is abused | Argus News