Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ମଧ୍ୟାନ ଭୋଜନ ପରେ କୁର୍ମି ଔଷଧ ଖାଇ ୭ ଛାତ୍ରୀ ଆସୁସ୍ଥ 

Odisha

ମଧ୍ୟାନ ଭୋଜନ ପରେ କୁର୍ମି ଔଷଧ ଖାଇ ୭ ଛାତ୍ରୀ ଆସୁସ୍ଥ 

Manini Pattanayak
Browse all articles by Manini Pattanayak
·1 year ago
ମଧ୍ୟାନ ଭୋଜନ ପରେ କୁର୍ମି ଔଷଧ ଖାଇ ୭ ଛାତ୍ରୀ ଆସୁସ୍ଥ 

 ପୁରୀ : ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ ଅନ୍ତର୍ଗତ ଭିଲିଗ୍ରାମ ଉଚ୍ଚ ବିଦ୍ୟାଳୟରେ ମଧ୍ୟାନ ଭୋଜନ ପରେ କୁର୍ମି ଔଷଧ ଖାଇ 7ଜଣ ଛାତ୍ରୀ ଆସୁସ୍ଥ  ।  ବିଦ୍ୟାଳୟ କର୍ତ୍ତୃପକ୍ଷ ଛାତ୍ରୀ ମାନଙ୍କର ଚିକତ୍ସା ପାଇଁ ନିମାପଡ଼ା ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଛନ୍ତି । ଛାତ୍ରୀମାନେ କୁର୍ମି ଔଷଧ ଖାଇବା ପରେ ମୁଣ୍ଡ ବୁଲାଇବା ସହ ଅସୁସ୍ଥ ହୋଇଯାଇଥିଲେ ।

ସମସ୍ତ ଛାତ୍ରୀ ସପ୍ତମ ଓ ଅଷ୍ଟମ ଶ୍ରେଣୀରେ ପାଠ ପଢୁଛନ୍ତି । ତେବେ ଏହି ଔଷଧ ଖାଇବା ପରେ କାହିଁକି ଛାତ୍ରୀ ମାନେ ଅସୁସ୍ଥ ହେଲେ ଜଣାପଡିନଥିବା ବେଳେ ଏବେ ଛାତ୍ରୀ ମାନଙ୍କର ଚିକିତ୍ସା ଜାରି ରହିଛି ଏବଂ ଧୀରେ ଧୀରେ ଛାତ୍ରୀମାନେ ସୁସ୍ଥ ହେଉଥିବା ସୂଚନା ମିଳୁଛି I  
ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
After mid-day meal, 7 students are coming after taking Kurmi medicine | Argus News