Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଇସ୍ତଫା ପରେ ପୁଣି ବିଜେଡିକୁ ଫେରିଲେ ଜ୍ୟୋତି ପାଣିଗ୍ରାହୀ

Odisha

ଇସ୍ତଫା ପରେ ପୁଣି ବିଜେଡିକୁ ଫେରିଲେ ଜ୍ୟୋତି ପାଣିଗ୍ରାହୀ

Banajyotshna Ray
Browse all articles by Banajyotshna Ray
·2 years ago
ଇସ୍ତଫା ପରେ ପୁଣି ବିଜେଡିକୁ ଫେରିଲେ ଜ୍ୟୋତି ପାଣିଗ୍ରାହୀ

ଅର୍ଗସ ବ୍ୟୁରୋ:  ଜ୍ୟୋତିଙ୍କୁ ବୁଝାଇଦେଲା ବିଜେଡି। ଇସ୍ତଫା ପରେ ବୁଣି ବିଜେଡିକୁ ଫେରିଲେ ଜ୍ୟୋତି ପାଣିଗ୍ରାହୀ। କାଲି ବିଜେଡିରୁ ଇସ୍ତଫା ଦେଇଥିଲେ ସିମୁଳିଆ ବିଧାୟକ। ବାଲେଶ୍ୱର ଜିଲ୍ଲା ସଭାପତି ହେଲେ ଜ୍ୟୋତି ପାଣିଗ୍ରାହୀ। ଜ୍ୟୋତି ପାଣିଗ୍ରାହୀଙ୍କୁ ନୂଆ ଦାୟିତ୍ୱ ଦେଲା ବିଜେଡି। ଅଶ୍ୱିନୀ ପାତ୍ର ହେଲେ ବିଜେଡିର ବରିଷ୍ଠ ସାଧାରଣ ସମ୍ପାଦକ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
After resigning, Jyoti panigrahi returned to BJD | Argus News