Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ସ୍କୁଲ ରୁ ଗୁରୁଦିବସ ପାଳନ ସାରି ଫେରିବା ପରେ ଅଘଟଣ

Rashmita Mishra
Browse all articles by Rashmita Mishra
·1 year ago
ସ୍କୁଲ ରୁ ଗୁରୁଦିବସ ପାଳନ ସାରି ଫେରିବା ପରେ ଅଘଟଣ

ଅର୍ଗସ ବ୍ୟୁରୋ: ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ ସଦର ପଞ୍ଚାୟତ ଅନ୍ତର୍ଗତ ଛେଳିପଦର ଗ୍ରାମରେ ନିଜ ଘର ନିକଟସ୍ଥ କୂଅରେ ଦୁଇ ନାବାଳିକା ପାଣିରେ ଗାଧୋଇବା ପାଇଁ ଯାଇଥିବା ସମୟରେ ପାଣିରେ ବୁଢି ମୃତ ଘଟିଥିବା ସୂଚନା । ଉକ୍ତ ଗ୍ରାମର  ଚନ୍ଦ୍ର ଭତ୍ରାଙ୍କ ଝିଅ ତନୁ ଭତ୍ରା (ବୟସ ୧୨) ଏବଂ ନନ୍ଦ ଭତ୍ରା ଙ୍କ ମଞ୍ଜୁଲା ଭତ୍ରା (ବୟସ ୧୨) ବୋଲି ଜଣାପଡିଛି l ସ୍କୁଲ ରୁ ଗୁରୁଦିବସ ପାଳନ ସାରି ଫେରିବା ପରେ ନିକଟସ୍ଥ କୂଅରେ ଗାଧୋଇବା ପାଇଁ ଯାଇଥିଲେ ଦୁଇ ନାବାଳିକା l କୋଷଗୁମୁଡା ଅଗ୍ନିସମ ବିଭାଗ ଏବଂ ପୋଲିସ ପହଂଚି ଶବ ଉଦ୍ଧାର କରି ଶବ ବ୍ୟବଛେଦ ପାଇଁ କୋଷାଗୁମୁଡା ଡାକ୍ତରଖାନା ପଠାଯାଇଛି l

ଅଧିକ ପଢ଼ନ୍ତୁ ଓଡିଶା ଖବର: 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
After returning from school after celebrating Gurdivas, there is no incident | Argus News