Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ରାଜ୍ୟପାଳ ଭାବେ ଶପଥ ନେବାପରେ ଜଗା ଦର୍ଶନ କଲେ ରଘୁବର ଦାସ      

Odisha

ରାଜ୍ୟପାଳ ଭାବେ ଶପଥ ନେବାପରେ ଜଗା ଦର୍ଶନ କଲେ ରଘୁବର ଦାସ      

Manini Pattanayak
Browse all articles by Manini Pattanayak
·2 years ago
ରାଜ୍ୟପାଳ ଭାବେ ଶପଥ ନେବାପରେ ଜଗା ଦର୍ଶନ କଲେ ରଘୁବର ଦାସ      

ପୁରୀ: ରାଜ୍ୟର ୨୬ତମ ରାଜ୍ୟପାଳ ଭାବରେ ଶପଥ ନେବା ପରେ ଜଗନ୍ନାଥଙ୍କ ଦର୍ଶନ କଲେ ରଘୁବର ଦାସ । ରାଜ୍ୟପାଳ ଭାବେ ଦାୟିତ୍ବ ଗ୍ରହଣ କରିବା ପରେ ଏହା ତାଙ୍କର ପ୍ରଥମ ଶ୍ରୀକ୍ଷେତ୍ର ଓ ଶ୍ରୀମନ୍ଦିର ଗସ୍ତ ।

ସିଂହଦ୍ବାର ନିକଟରେ ପହଞ୍ଚିବା ପରେ ତାଙ୍କୁ ସ୍ବାଗତ କରାଯାଇଥିଲା ।  ଶପଥ ଗ୍ରହଣ ପୂର୍ବରୁ ମଧ୍ୟ ସପରିବାର ପୁରୀ ଆସି ଶ୍ରୀଜୀଉଙ୍କ ଦର୍ଶନ କରିବା ସହ ଓଡ଼ିଶାର ଗରିବଙ୍କ କଲ୍ୟାଣ ପାଇଁ ପ୍ରାର୍ଥନା କରିଥିଲେ । ଏହାର ଦୁଇଦିନ ପରେ ଅର୍ଥାତ ଶପଥ ଗ୍ରହଣ ପରେ ଆସି ପୁଣିଥରେ ଶ୍ରୀମନ୍ଦିର ପହଞ୍ଚିଛନ୍ତି । 

 ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
After taking oath as the 26th Governor of the state, Raghubar Das visited Jagannath temple | Argus News