ବାର୍ଡ଼ ଫ୍ଲୁ ବ୍ୟାପିବା ପରେ ଚିନ୍ତା ବଢ଼ାଉଛି ଭିତରକନିକା
·1 year ago

କେନ୍ଦ୍ରାପଡା: ବାର୍ଡ଼ଫ୍ଲୁ ବ୍ୟାପିବା ପରେ ଚିନ୍ତା ବଢ଼ାଉଛି ଭିତରକନିକା। ରାଜ୍ୟରେ ବିଭିନ୍ନ ସ୍ଥାନରେ ବାର୍ଡ଼ଫ୍ଲୁ ଦେଖା ଦେଇଛି । ଏହାର ନିୟନ୍ତ୍ରଣ ପାଇଁ ପିପିଲି ଅଞ୍ଚଳରେ ବାର୍ଡ଼ଫ୍ଲୁ ବ୍ୟାପିବା ପରେ ପ୍ରଶାସନ କୁକୁଡ଼ା ଫାର୍ମ ଗୁଡ଼ିକୁ ଯାଞ୍ଚ କରି କୁକୁଡ଼ା ମରା ଅଭିଯାନ ଜାରି ରଖିଛି ।
ଏପରିସ୍ଥିତିରେ ଚିନ୍ତା ବଢ଼ାଉଛି ଭିତରକନିକା। ବିଶ୍ବପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନରେ ହଜାର ହଜାର ସଂଖ୍ୟାରେ ଦେଶୀୟ ପକ୍ଷୀମାନେ ବସାବାନ୍ଧି ଅଣ୍ଡା ଦେଉଛନ୍ତି ! ଜାତୀୟ ଉଦ୍ୟାନରେ ଥିବା ଲଷ୍ମୀପ୍ରସାଦିଆ, ଦୁର୍ଗାପ୍ରଶାଦିଆ ଓ ବାଲିଡିଆରେ ପକ୍ଷୀମାନେ ବଂଶବିସ୍ତାର ପାଇଁ ବସା ବାନ୍ଧିଛନ୍ତି । ତେବେ ଚିନ୍ତାର କାରଣ ସାଜିଛି ଜାତୀୟ ଉଦ୍ୟାନ ନିକଟରେ ଥିବା ଶତାଧିକ କୁକୁଡ଼ା ଫାର୍ମ ।
ଅଧିକ ପଢନ୍ତୁ ଓଡ଼ିଶା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: