ତିରୁପତି ଘିଅ ବିବାଦ ପରେ ପୁରୀ ବଡ଼ ଦେଉଳରେ ଘିଅର ହେବ ମାନ ପରୀକ୍ଷା
·1 year ago

ପୁରୀ: ତିରୁପତି ଘିଅ ବିବାଦ ପରେ ପୁରୀ ବଡ଼ ଦେଉଳରେ ଘିଅର ହେବ ମାନ ପରୀକ୍ଷା। ଶ୍ରୀମନ୍ଦିରରେ ନକଲି ଘିଅ ବ୍ୟବହାର ହେଉନଥିବା ନେଇ ଭକ୍ତଙ୍କୁ ଆଶ୍ବସ୍ତ କଲେ ଜିଲ୍ଲାପାଳ।
ଦୀପରେ ବ୍ୟବହୃତ ଘିଅର ମାନ ନେଇ ଉଠିଲା ପ୍ରଶ୍ନ। ମହାପ୍ରସାଦରେ ଭେଜାଲ ଘିଅ ବ୍ୟବହାରକୁ ଖଣ୍ଡନ କଲା ମହାସୁଆର ନିଯୋଗ। ଦୀପ ଘିଅର ମାନ ଯାଞ୍ଚ ପାଇଁ କହିଲେ ବଳଦେବଜୀଉ ଓ ଲିଙ୍ଗରାଜଙ୍କ ସେବାୟତ ।
ଅଧିକ ପଢନ୍ତୁ ଓଡ଼ିଶା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: