ପୁଣି ଦେଖାଦେଲା ଧନୁ ବାଉଁଶ ସଂରକ୍ଷିତ ଜଙ୍ଗଲରେ ପୁଣି କଳାବାଘ
·2 years ago

ଅର୍ଗସ ବ୍ୟୁରୋ: ସୁନ୍ଦରଗଡ ବନଖଣ୍ଡ ଗର୍ଜନ ପାହାଡ ଧନୁ ବାଉଁଶ ସଂରକ୍ଷିତ ଜଙ୍ଗଲରେ ପୁଣି କଳାବାଘ ଦେଖା ଦେଇଛି। ଏନେଇ ଡିଏଫଓଙ୍କ ସୁଚନା ଦେଇଛନ୍ତି। ଡିଏଫଓ ପ୍ରଦୀପ ମିରାସେ, ଗତ 2023 ମସିହାରେ ଏହି ଗର୍ଜନ ପାହାଡରେ ଦେଖାଦେଇଥିଲା ବ୍ଲାକ ପାନ୍ଥର ବୋଲି କହିଥିଲେ। ଗତ 2018 ମସିହାରେ ମଧ୍ୟ ଏହି ଗର୍ଜନ ପାହାଡ ଅଂଚଳରେ ଦେଖାଦେଇଥିଲା ଏକ କଳାବାଘ। ବନବିଭାଗର କ୍ୟାମେରାରେ କଳା ବାଘର ଫଟୋ ଦେଖିବାକୁ ମିଳିଥିଲା। ଆଉ ଏବେ ପୁଣି ଥରେ ସେହି କଳାବାଘ ଦେଖିବାକୁ ମିଳିଛି।
ଅଧିକ ପଢ଼ନ୍ତୁ ଓଡିଶା ଖବର:
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
