Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଦାଦନ ଖଟିବାକୁ ଯାଇ ନିଖୋଜ ହେଇଗଲେ ମୈତ୍ର ସେଠ୍  

Manini Pattanayak
Browse all articles by Manini Pattanayak
·2 years ago
ଦାଦନ ଖଟିବାକୁ ଯାଇ ନିଖୋଜ ହେଇଗଲେ ମୈତ୍ର ସେଠ୍  

ବଲାଙ୍ଗିର: ପୁଣି ଦାଦନ ନିଖୋଜ ଘଟଣା । ଦାଦନ ଖଟିବାକୁ ଯାଇ ନିଖୋଜ ହେଇଗଲେ ମୈତ୍ର ସେଠ୍। ତେଲେଙ୍ଗାନାରେ ଏକ ଇଟାଭାଟିରେ କାମ କରିବାକୁ ଯାଇ ନିଖୋଜ ଅଛନ୍ତି ମୁରିବାହାଲ ବ୍ଲକ ସାନଜରବେହେଲି ଗାଁ ର ୨୫ ବର୍ଷୀୟ ମୈତ୍ର ସେଠ । ପରିବାର ଲୋକଙ୍କ ଅଭିଯୋଗ ମୈତ୍ର ଙ୍କୁ କରାଯାଇଛି ହତ୍ୟା ।

୨ ମାସ ହେଲା ପରିବାର ଲୋକ ଅଭିଯୋଗ କରିବା ସତ୍ୱେ କୌଣସି କାର୍ୟାନୁଷ୍ଠାନ ନେଉନାହିଁ ପୋଲି ସ। ନ୍ୟାୟ ଦାବିରେ ନିଜ ଗାଁ ସାନଜରବାହାଲି ରୁ ବଲାଙ୍ଗିର ଜିଲ୍ଲାପାଲ କାର୍ୟାଲୟ ପର୍ୟନ୍ତ ପଦଯାତ୍ରାରେ ବାହାରିଛନ୍ତି ମୈତ୍ର ସେଠ ଙ୍କ ବିଧବା ମା । ନ୍ୟାୟ ଦାବୀ ପଦଯାତ୍ରାକୁ ଜିଲ୍ଲା କଂଗ୍ରେସ ସମର୍ଥନ ସହ ଜିଲ୍ଲାପାଳ ଙ୍କୁ ଦାବୀପତ୍ର ଦେବ। ଏହି ପଦଯାତ୍ରାରେ ଦାଦନ ଯନ୍ତ୍ରଣାର ଶିକାର ଅନେକ ପରିବାର ସାମିଲ ହୋଇଛନ୍ତି  । 

ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Again the missing incident. maitry Seth went missing when went to work. | Argus News