Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ପୁଣି ଚିଲିକାରେ ଫସିଲା ଯାତ୍ରୀବାହୀ ଡଙ୍ଗା 

Odisha

ପୁଣି ଚିଲିକାରେ ଫସିଲା ଯାତ୍ରୀବାହୀ ଡଙ୍ଗା 

Manini Pattanayak
Browse all articles by Manini Pattanayak
·1 year ago
ପୁଣି ଚିଲିକାରେ ଫସିଲା ଯାତ୍ରୀବାହୀ ଡଙ୍ଗା 

ଖୋର୍ଦ୍ଧା: ଚିଲିକା ମଝିରେ ଫସି ରହିଛି ଯାତ୍ରୀ ବାହୀ ଡ଼ଙ୍ଗା ।  ଡ଼ଙ୍ଗାର ମେସିନ ରେ ଯାନ୍ତ୍ରିକ ତ୍ରୁଟି ଦେଖାଯିବା ଫଳରେ ମହିଁସା ନିକଟ ଚିଲିକା ମଝିରେ ଫସି ରହିଛି ଯାତ୍ରୀବାହୀ ଡ଼ଙ୍ଗା ।  ଡ଼ଙ୍ଗା ରେ ୪୦ ରୁ ଉର୍ଦ୍ଧ ଯାତ୍ରୀ ସମେତ ୨୦ ଟି ବାଇକି  ରହିଛି ।

ଡଙ୍ଗାଟି ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ଜହ୍ନିକୁଦା ଘାଟରୁ ଜାତ୍ରୀଙ୍କୁ ନେଇ ସାତପଡା ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା । ଡଙ୍ଗାଟି ପ୍ରାୟ ୧ଘଣ୍ଟା ଧରୀ ଚିଲିକା ମଝିରେ ଫସିରହିଥିବା ଜଣାପଡିଛି । 

ଅଧିକ ପଢନ୍ତୁ ଓଡିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Again the passenger boat got stuck in Chilika | Argus News