Videos
|
Odisha

କୋଟିଆର ସୀମାନ୍ତବାସୀଙ୍କୁ ଆକୃଷ୍ଟ କରିବା ପାଇଁ ଆନ୍ଧ୍ର ଚଲାଇଛି ବଡ଼ ଚାଲ୍‌

Manini Pattanayak
Browse all articles by Manini Pattanayak
·2 years ago
କୋଟିଆର ସୀମାନ୍ତବାସୀଙ୍କୁ ଆକୃଷ୍ଟ କରିବା ପାଇଁ  ଆନ୍ଧ୍ର ଚଲାଇଛି ବଡ଼ ଚାଲ୍‌

କୋରାପୁଟ:  ପୁଣି ଆନ୍ଧ୍ରର ଅନୁପ୍ରବେଶ ।  କୋଟିଆ ଅଞ୍ଚଳର ଉପରସେମ୍ବି, ତଳସେମ୍ବି ଅଞ୍ଚଳରେ ଆନ୍ଧ୍ରର ଏକ ଦଳର ଅନୁପ୍ରବେଶ । ୭ ଦିନ ଭିତରେ ୪ ଥର ଆନ୍ଧ୍ର ପ୍ରବେଶ କରି କୋଟିଆ ଅଞ୍ଚଳର ସୀମାନ୍ତବାସି ମାନଙ୍କୁ ନିଜ ଆଡକୁ ଆକୃଷ୍ଟ କରିବା ପାଇଁ ଚଳେଇଛି ବଡ଼ ଚାଲ ।

ତଥାପି  ଜିଲ୍ଲା ତଥା ବ୍ଲକ ପ୍ରଶାସନ ନିରବ,  ପ୍ରଥମ ପର୍ଯ୍ୟାୟରେ ନେରଡ଼ିୱାଲସା ରେ ବଡ଼ ସ୍ୱାସ୍ଥ୍ୟ ଶିବିର , ଦ୍ବିତୀୟ ପର୍ଯ୍ୟାୟରେ ପୋଲିଓ ବୁନ୍ଦା ଏବଂ ତୃତୀୟ ପର୍ଯ୍ୟାୟରେ ଆନ୍ଦ୍ର ପକ୍ଷରୁ ପୋଲିସ କ୍ୟାମ୍ପ କିନ୍ତୁ ବର୍ତ୍ତମାନ ଆଜି ଆନ୍ଦ୍ରର ଏକ ଟିମ କରି ଆନ୍ଦ୍ରର ଉପର ସେମ୍ବି ଆଉ ତଳ ସେମ୍ବି ରେ ଅନୁପ୍ରବେଶ କରି ଘର ଘର ବୁଲି ସୋର୍ଭ କରୁଥିବା ଜଣାପଡିଛି । 
ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: