Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ସୋର ବିଜେଡିରେ ତୁଟୁନି ଗୋଷ୍ଠୀ କନ୍ଦଳ ବିବାଦ  

Manini Pattanayak
Browse all articles by Manini Pattanayak
·2 years ago
ସୋର ବିଜେଡିରେ ତୁଟୁନି ଗୋଷ୍ଠୀ କନ୍ଦଳ ବିବାଦ  

ବାଲେଶ୍ୱର:  ସୋର ବିଜେଡିରେ ତୁଟୁନି ଗୋଷ୍ଠୀ କନ୍ଦଳ ବିବାଦ । ଉଗ୍ର ହେଉଛି ବିଜେଡି ବିଧାୟକ ପର୍ଶୁରାମ ଧଡ଼ାଙ୍କ ଗୋଷ୍ଠୀ ଏବଂ ବିଧାୟକ ବିରୋଧୀ ଗୋଷ୍ଠୀଙ୍କ କନ୍ଦଳ । ବିଜୁ ଜୟନ୍ତୀରେ ଅଲଗା ଅଲଗା ସ୍ଥାନରେ ପାଳିଲେ ଜନ୍ମ ଜୟନ୍ତୀ ।

ବିଧାୟକ ପର୍ଶୁରାମ ଧଡ଼ା ସୋର ରାଧାନାଥ ପଡିଆରେ ନିଜର ଗୋଟିଏ ଗୋଷ୍ଠୀକୁ ଧରି ସଭା କରିଥିବାବେଳେ ବିଜେଡିର ଅନ୍ୟ 
ଏକ ଗୋଷ୍ଠୀ ଶିବାନୀ ଶଙ୍କର ରାୟଙ୍କ ନେତୃତ୍ବରେ ବାହାନଗାରେ ସଭା କରି ବିଜୁ ଜୟନ୍ତୀ ପଲିଥିଲେ । ପର୍ଶୁରାମ ଧଡ଼ା ସୋରରେ କୌଣସି ବିକାଶ କରିନଥିବାବେଳେ କେବଳ ନିଜର ବିକାଶ କରିଥିବା କହି ଟାର୍ଗେଟ୍ କରିଛନ୍ତି ନିଜ ଦଳର ବିଜେଡି ନେତା । ଅନ୍ୟ ପଟେ ପର୍ଶୁରାମ ନିଜ ସମର୍ଥକଙ୍କ ସହ ବିଦ୍ରୋହୀଙ୍କ ଉପରେ ବର୍ଷିଥିଲେ ।

ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
aggressive is the clash of BJD MLA Parshuram Dhada's group and the anti-MLA group | Argus News