Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଆଗକୁ ସାଧାରଣ ନିର୍ବାଚନ, ନେତାଙ୍କର ବୁଲିପାରେ ଡିଫେକ୍ ଫଟୋ ଭିଡ଼ିଓ

Banajyotshna Ray
Browse all articles by Banajyotshna Ray
·2 years ago
ଆଗକୁ ସାଧାରଣ ନିର୍ବାଚନ, ନେତାଙ୍କର ବୁଲିପାରେ ଡିଫେକ୍ ଫଟୋ ଭିଡ଼ିଓ

ଅର୍ଗସ ବ୍ୟୁରୋ:  ଆଗକୁ ସାଧାରଣ ନିର୍ବାଚନ । ଡିଫେକ୍ ଫଟୋ ଭିଡ଼ିଓ ନେଇ ଚିନ୍ତା ବଢୁଛି । ନେତାଙ୍କର ବୁଲିପାରେ ଡିଫେକ୍ ଫଟୋ ଭିଡ଼ିଓ । ଏବେଠାରୁ ସଜାଗ ରହିବା ପାଇଁ ସମସ୍ତ ଥାନା ପୋଲିସକୁ ତାଲିମ । କମିଶନରେଟ୍ ପୋଲିସର ବଛା ବଛା ଅଫିସରଙ୍କୁ ଫ୍ୟାକ୍ଟ ଚେକ୍ କରିବା ନେଇ ଦିଆଯାଇଛି ତାଲିମ । ତାଲିମପ୍ରାପ୍ତ ଅଫିସର ମାନେ ଡିଫେକ୍ ଫଟୋ ଓ ଭିଡିଓ ଚେକ୍ କରିବେ । ଅଫିସରଙ୍କୁ ସହାୟତା କରିବେ ୨୦ ଜଣ ସାଇବର  ଏକ୍ସପର୍ଟ। ବିଭିନ୍ନ ସାଇବର ସିକ୍ୟୁରିଟି ଓ ଠକେଇ ସମ୍ପର୍କରେ ସଜାଗ ରହିବା ପାଇଁ ଭୁବନେଶ୍ୱର ଡିସିପି ପ୍ରତୀକ ସିଂ ସୂଚନା ଦେଇଛନ୍ତି ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Ahead of the general election, the leaders deepfake photos videos can be viral | Argus News