Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଜାନୁଆରୀ 29ରେ ଓଡ଼ିଶା ଆସିବେ AICC ସଭାପତି ମଲ୍ଲିକାର୍ଯୁନ ଖଡଗେ

Smruti Parija
Browse all articles by Smruti Parija
·2 years ago
ଜାନୁଆରୀ 29ରେ ଓଡ଼ିଶା ଆସିବେ AICC ସଭାପତି ମଲ୍ଲିକାର୍ଯୁନ ଖଡଗେ

ଭୁବନେଶ୍ୱର: ଜାନୁଆରୀ 29ରେ ଓଡ଼ିଶା ଆସିବେ AICC ସଭାପତି ମଲ୍ଲିକାର୍ଯୁନ ଖଡଗେ । ଭୁବନେଶ୍ୱରରେ ହେବାକୁ ଥିବା କର୍ମୀ ସମ୍ମିଳନୀରେ ଯୋଗ ଦେବେ । ପ୍ରାୟ 20 ହଜାର କର୍ମକର୍ତ୍ତାଙ୍କୁ ଡାକି ସମ୍ମିଳନୀ କରିବାକୁ ଯୋଜନା କରିଛି କଂଗ୍ରେସ । ଏନେଇ ସୂଚନା ଦେଇଛନ୍ତି ପ୍ରଭାରୀ ଅଜୟ କୁମାର । ନିର୍ବାଚନ ପୂର୍ବରୁ କଂଗ୍ରେସ କର୍ମୀଙ୍କୁ ସକ୍ରିୟ କରିବାକୁ ସଭାରେ ଦେବେ ମନ୍ତ୍ର । ରାହୁଲଙ୍କ ଭାରତ ନ୍ୟାୟ ଯାତ୍ରାର ଓଡ଼ିଶା ରୁଟ୍ ସମ୍ପର୍କରେ ବି ସମୀକ୍ଷା କରିବେ ।

ଆସନ୍ତା ଜାନୁଆରୀ 14 ରୁ ଭାରତ ଯୋଡ ନ୍ୟାୟ ଯାତ୍ରା ଆରମ୍ଭ କରିବ କଂଗ୍ରେସ । ମଣିପୁରରୁ ଆରମ୍ଭ ହୋଇ ଏହି ଯାତ୍ରା ମୋଟ 6 ହଜାର 713 କିମି ଅତିକ୍ରମ କରି ଶେଷରେ ମହାରାଷ୍ଟ୍ରରେ ପରିସମାପ୍ତି ହେବ । 
 

ଆହୁରି ପଢନ୍ତୁ ଓଡିଶା ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
AICC president Mallikaryun Khadge will come to Odisha on January 29 | Argus News