Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବିଶିଷ୍ଟ କଥାକାର, ଗାଳ୍ପିକ, କବି, ଔପନ୍ୟାସିକ ଅଜୟ ସ୍ୱାଇଁଙ୍କ ନାମରେ ‘ଅଜୟ ଉତ୍ସବ-୨୦୨୪’ ପାଳିତ

Banajyotshna Ray
Browse all articles by Banajyotshna Ray
·2 years ago
ବିଶିଷ୍ଟ କଥାକାର, ଗାଳ୍ପିକ, କବି, ଔପନ୍ୟାସିକ ଅଜୟ ସ୍ୱାଇଁଙ୍କ ନାମରେ  ‘ଅଜୟ ଉତ୍ସବ-୨୦୨୪’ ପାଳିତ

ଅର୍ଗସ ବ୍ୟୁରୋ: ବିଶିଷ୍ଟ କଥାକାର, ଗାଳ୍ପିକ, କବି, ଔପନ୍ୟାସିକ ଓ ଅଜୟ ସ୍ୱାଇଁଙ୍କ ନାମରେ ନାମିତ ‘ଅଜୟ ଉତ୍ସବ-୨୦୨୪’ ମହାସମାରୋହରେ ପାଳିତ ହୋଇଯାଇଅଛି। ଏହି ଉତ୍ସବରେ ଶତାଧିକ କଳା, ସଂସ୍କୃତି ଓ ସାହିତ୍ୟାନୁରାଗୀମାନେ ଉପସ୍ଥିତ ରହି ଉତ୍ସବକୁ ସଫଳ କରିଛନ୍ତି। ଏଥିସହ ଅଜୟ ସ୍ୱାଇଁ ଙ୍କ ଲିଖିତ ପୁସ୍ତକ ଅଜୟ ଅଜସ୍ର ଓ କଲମ୍ବସର କାଗଜ ଡ଼ଙ୍ଗା ଉନ୍ମୋଚନ କରାଯାଇଛି।

ଗଳ୍ପ ପାଇଁ ଲଲାଟେନ୍ଦୁ ସାହୁ ଓ କବିତା ପାଇଁ ନିବେଦିତା ପଟ୍ଟନାୟକ ଙ୍କୁ ସମ୍ମାନୀତ କରାଯାଇଛି।ଯାହା ଯୁବପିଢୀ ଙ୍କୁ ସାହିତ୍ୟ ପ୍ରତି ଆଗ୍ରହ ସୃଷ୍ଟି କରିବା ସହ ଆଗକୁ ବଢିବା ପାଇଁ ପ୍ରେରଣା ଯୋଗାଇବ ବୋଲି କହିଛନ୍ତି ଅଜୟ ଉତ୍ସବ ର ସମ୍ପାଦକ ଅକ୍ଷୟ ସ୍ୱାଇଁ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

 

Sponsored
'Ajay Festival-2024' celebrated | Argus News