Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ସାରା ରାଜ୍ୟରେ ଲୋକେ ପରିବର୍ତ୍ତନ ଚାହୁଁଛନ୍ତି: ଆକାଶ

Odisha

ସାରା ରାଜ୍ୟରେ ଲୋକେ ପରିବର୍ତ୍ତନ ଚାହୁଁଛନ୍ତି: ଆକାଶ

Banajyotshna Ray
Browse all articles by Banajyotshna Ray
·2 years ago
ସାରା ରାଜ୍ୟରେ ଲୋକେ ପରିବର୍ତ୍ତନ ଚାହୁଁଛନ୍ତି: ଆକାଶ

ଅର୍ଗସ ବ୍ୟୁରୋ: ପ୍ରଚାର ମଇଦାନରେ କୋରେଇ ବିଜେପି ବିଧାୟକ ପ୍ରାର୍ଥୀ ଆକାଶ ଦାସ ନାୟକ । ଦଳୀୟ କର୍ମୀଙ୍କ ସହ ଆଲୋଚନା ସଭା କରିଥିଲେ । ସାରା ଦେଶରେ ମୋଦିଙ୍କ ହାୱା ବହୁଥିବାବେଳେ କେବଳ କୋରେଇ ନୁହେଁ ବରଂ ସାରା ରାଜ୍ୟରେ ଲୋକେ ପରିବର୍ତ୍ତନ ଚାହୁଁଛନ୍ତି । ଏଥର ପରିବର୍ତ୍ତନ ନିଶ୍ଚିତ ହେବ ଦୃଢୋକ୍ତି କରିଛନ୍ତି ଆକାଶ । ନିର୍ବାଚନୀ ଯେତେ ପାଖେଇ ଆସୁଛି ତିନି ଦଳ ନିଜ ନିଜ ମୁଦାକୁ ନେଇ ଭୋଟରଙ୍କ ପାଖରେ ପହଞ୍ଚୁଛନ୍ତି।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
Akash Das nayak is the protagonist in election campaign | Argus News