Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଆଜି ନାମାଙ୍କନ ପତ୍ର ଦାଖଲ କରିବେ ଆକାଶ ଦାସ ନାୟକ

Swayangprajna Mishra
Browse all articles by Swayangprajna Mishra
·2 years ago·1 min read
ଆଜି ନାମାଙ୍କନ ପତ୍ର ଦାଖଲ କରିବେ ଆକାଶ ଦାସ ନାୟକ

ଯାଜପୁର : ଆଜି କୋରେଇ ବିଜେପି ପ୍ରାର୍ଥୀ ଆକାଶ ଦାସ ନାୟକ ନାମାଙ୍କନ ପତ୍ର ଦାଖଲ କରିବେ । ବ୍ୟାସନଗର ଚୋରଦା ମେଲଣ ପଡିଆରୁ ଦଳୀୟ କର୍ମୀଙ୍କ ସହ ଏକ ବିରାଟ ଶୋଭା ଯାତ୍ରାରେ ବାହାରି ସହର ପରିକ୍ରମା କରିବା ସହ କୋରେଇ ନିର୍ବାଚନ ମଣ୍ଡଳୀ ମଧ୍ୟ ଦେଇ ରାଲି ଯାଜପୁର ଜିଲ୍ଲାପାଳ କାର୍ଯ୍ୟାଳୟ ଅଭିମୁଖେ ବାହାରିଛି। ସେଠାରେ ପହଂଚି ନାମାଙ୍କନ ପତ୍ର ଦାଖଲ କରିବେ ଆକାଶ ।

ଅଧିକ ପଢନ୍ତୁ : ଆକାଶଙ୍କ ପାଇଁ ପ୍ରଚାରରେ ବାହାରିଲେ ସ୍ତ୍ରୀ

ସାଧାରଣ ନିର୍ବାଚନରେ ଭୋଟର ବିଜେପି ସପକ୍ଷରେ ମତଦାନ କରିବା ପାଇଁ ନିଜକୁ ମାନସିକ ସ୍ତରରେ ପ୍ରସ୍ତୁତ କରି ସାରିଛନ୍ତି। ଚକ୍ରାନ୍ତ କରି ,ମେଡିକାଲ କଲେଜ,ପରିବହନ କାର୍ଯ୍ୟାଳୟ, ବିଭିନ୍ନ ସରକାରୀ ଅଫିସ କୋରାଇରୁ ଯାଜପୁରକୁ ସ୍ଥାନାନ୍ତର କରାଯିବା ଓ ଶାସକ ଦଳର ବାହୁବଳ କଳା ଟଙ୍କା ବିରୋଧରେ କୋରେଇ ବାସୀ ଏକ ହୋଇ ଏଥର ପରିବର୍ତ୍ତନ ମୁଁହା ବୋଲି କହିଛନ୍ତି କୋରାଇ ବିଜେପି ବିଧାୟକ ପ୍ରାର୍ଥୀ l

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Akash Das Nayak will submit nomination papers today in korei | Argus News