Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଓୟୁଏଟି କଲେଜ କ୍ୟାମ୍ପସ ପରିସରରେ ଅନୁଷ୍ଠିତ ଅଲ୍ ବ୍ରିଡ଼ ଚାମ୍ପିଆନସିପ ଡଗ୍ ସୋ

Odisha

ଓୟୁଏଟି କଲେଜ କ୍ୟାମ୍ପସ ପରିସରରେ ଅନୁଷ୍ଠିତ ଅଲ୍ ବ୍ରିଡ଼ ଚାମ୍ପିଆନସିପ ଡଗ୍ ସୋ

Banajyotshna Ray
Browse all articles by Banajyotshna Ray
·2 years ago
ଓୟୁଏଟି କଲେଜ କ୍ୟାମ୍ପସ ପରିସରରେ ଅନୁଷ୍ଠିତ  ଅଲ୍ ବ୍ରିଡ଼ ଚାମ୍ପିଆନସିପ ଡଗ୍ ସୋ

ଅର୍ଗସ ବ୍ୟୁରୋ: ଓଡିଶା କେନେଲ କ୍ଲବ ତରଫରୁ ଓୟୁଏଟି କଲେଜ କ୍ୟାମ୍ପସ ପରିସରରେ ଅନୁଷ୍ଠିତ ହୋଇଯାଇଛି 63 ଏବଂ 64 ଜାତୀୟ ଅଲ୍ ବ୍ରିଡ଼ ଚାମ୍ପିଆନସିପ ଡଗ୍ ସୋ।  ଦେଶ ବିଦେଶର ବିଭିନ୍ନ ବ୍ରିଡ଼ର କୁକୁରଙ୍କ ମଧ୍ୟରେ ବିଭିନ୍ନ କାର୍ଯ୍ୟକ୍ରମ କରାଯାଇଛି। ପ୍ରଥମ ଦିନ ଓବିଡେନ୍ସ ଟ୍ରାଏଲ ହୋଇଥିବାବେଳେ ଆଜି ଅନ୍ତର୍ଜାତୀୟ ବିଚାରକଙ୍କ ଉପସ୍ଥିତିରେ ଏହି ସୋ ଅନୁଷ୍ଠିତ ହୋଇଯାଇଛି । ଚଳିତ ବର୍ଷ ସ୍ୱଦେଶୀ ପ୍ରଜାତିର କୁକୁର ବହୁ ସଂଖ୍ୟାରେ  ଅଂଶଗ୍ରହଣ କରିଥିଲେ । ଭଲ ପ୍ରଦର୍ଶନ କରିଥିବା ବିଭିନ୍ନ ବ୍ରିଡ଼ର କୁକୁରଙ୍କୁ ପୁରସ୍କୃତ କରାଯାଇଛି ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
All Breed Championship Dog Show held at OUAT College campus | Argus News