Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବାତ୍ୟା ପାଇଁ ସବୁ ଡାକ୍ତରଙ୍କ ଛୁଟି ବାତିଲ

Swayangprajna Mishra
Browse all articles by Swayangprajna Mishra
·1 year ago
ବାତ୍ୟା ପାଇଁ ସବୁ ଡାକ୍ତରଙ୍କ ଛୁଟି ବାତିଲ

ଅର୍ଗସ ବ୍ୟୁରୋ : ବାତ୍ୟା ଯୋଗୁଁ ସବୁ ଡାକ୍ତରଙ୍କ ଛୁଟି ବାତିଲ । ଡାଏରିଆ ଓ ସ୍ନେକ ବାଇଟ ଔଷଧ ସବୁ ଡାକ୍ତର ଖାନା ରେ ମହଜୁତ ରଖିବାକୁ ସ୍ୱାସ୍ଥ୍ୟ ବିଭାଗ ପାଖରୁ ନିର୍ଦେଶ ।ହସ୍ପିଟାଲ ରେ ପାୱାର ବେକ ଅଫ 24 ଘଣ୍ଟା ରହିବା ପାଇଁ କୁହାଯାଇଛି । ବାତ୍ୟା ପ୍ରଭାବିତ ଅଂଚଳ ରେ ଛୋଟ ଟିମ କରି ସ୍ୱାସ୍ଥ୍ୟ ସେବା ଯୋଗାଇଦିଆଯିବ ।

ଅଧିକ ପଢନ୍ତୁ : ବାତ୍ୟାକୁ ନେଇ ନନ୍ଦନକାନନ ପକ୍ଷରୁ ସ୍ୱତନ୍ତ୍ର ଗାଇଡ଼ ଲାଇନ ଜାରି

ବାତ୍ୟା ଆଶ୍ରୟସ୍ଥଳକୁ ବି ସ୍ୱାସ୍ଥ୍ୟ ବିଭାଗର ଟିମ ଯିବ । ରାଜ୍ୟ ସ୍ତରରୁ ବ୍ଲକ ସ୍ତର ପର୍ଯ୍ୟନ୍ତ କଣ୍ଟ୍ରୋଲ ରୁମ କରାଯାଇ ମନିଟର କରାଯାଉଛି । ଗତକାଲି ଠାରୁ ଗର୍ଭବତୀଙ୍କୁ ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ ହୋଇଛି । କେତେ ଜଣଙ୍କୁ ସ୍ଥାନାନ୍ତର ସରିଲାଣି ଆଜି ସନ୍ଧ୍ୟା ସୁଦ୍ଧା ରିପୋର୍ଟ ଆସିବ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
All doctor's leave canceled due to cyclone | Argus News