Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଆସନ୍ତା ୨୧ ତାରିଖରେ ଖୋଲିବ ରାଜ୍ୟର ସମସ୍ତ ସ୍କୁଲ

Ritu Das
Browse all articles by Ritu Das
·2 years ago
ଆସନ୍ତା ୨୧ ତାରିଖରେ ଖୋଲିବ ରାଜ୍ୟର ସମସ୍ତ ସ୍କୁଲ

ଅର୍ଗସ ବ୍ୟୁରୋ: ରାଜ୍ୟର ସ୍କୁଲ ଗୁଡ଼ିକର ଗ୍ରୀଷ୍ମ ଛୁଟି ଆଉ ୩ ଦିନ ବଢ଼ିଲା। ଗ୍ରୀଷ୍ମପ୍ରବାହକୁ ଦେଖି ସ୍କୁଲ ଛୁଟି ଅବଧି ବଢ଼ିଲ।। ଆସନ୍ତା ୨୧ ତାରିଖରେ ଖୋଲିବ ରାଜ୍ୟର ସମସ୍ତ ସ୍କୁଲ। 

ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟସରକାରଙ୍କ ନିଷ୍ପତ୍ତି। ସ୍କୁଲ ଛୁଟି ନେଇ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ତ ଗୋଣ୍ଡଙ୍କ ସୂଚନା । ଯେଉଁ ଜିଲ୍ଲାରେ ପାଗ ଅନୁକୂଳ ରହିବ ସେହି ଜିଲ୍ଲାରେ ସକାଳ 6 ଟା ରୁ 10 ଟା ପର୍ଯ୍ଯନ୍ତ ସ୍କୁଲ ଖୋଲା ରହିବା ନେଇ ସୁଚନା ଦେଲେ ଗଣଶିକ୍ଷା ମନ୍ତ୍ରୀ। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
All the schools | Argus News