Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ସଂସ୍ଥା ପକ୍ଷରୁ ସେମିତି କିଛି ହୋଇନାହିଁ : ପ୍ରଯୋଜକ

Odisha

ସଂସ୍ଥା ପକ୍ଷରୁ ସେମିତି କିଛି ହୋଇନାହିଁ : ପ୍ରଯୋଜକ

Manini Pattanayak
Browse all articles by Manini Pattanayak
·2 years ago
ସଂସ୍ଥା ପକ୍ଷରୁ ସେମିତି କିଛି ହୋଇନାହିଁ :  ପ୍ରଯୋଜକ

ଭୁବନେଶ୍ୱର: ଓଡ଼ିଆ ଚଳଚ୍ଚିତ୍ର ମାଲ୍ୟଗିରି ପ୍ରଯୋଜକଙ୍କ ନାଁରେ ଠକେଇ ଅଭିଯୋଗ ମାମଲା। ଏନେଇ ମୁହଁ ଖୋଲିଛନ୍ତି ପ୍ରଯୋଜକ ନିରଞ୍ଜନ ନାୟକ। ନିରଞ୍ଜନଙ୍କ କହିବା ମୁତାବକ କେବେ ଆଉ କେତେ ଟଙ୍କା ଦିଆଯିବ ଏନେଇ କ୍ରିଉ ମେମ୍ବରଙ୍କ ସହ ପୂର୍ବରୁ କୌଣସି ଆଲୋଚନା ହୋଇନଥିଲା । ସେମାନେ ସେମାନଙ୍କ ପାରିଶ୍ରମିକ ବାବଦକୁ ୨୦ ହଜାର ଟଙ୍କା ପାଇ ସାରିଛନ୍ତି।

କ୍ରିଉ ମେମ୍ବରଙ୍କୁ ଚେକ୍ ପ୍ରଦାନ କରାଯାଇଥିଲା, କିନ୍ତୁ ସେହି ଚେକଟି ବାଉନ୍ସ ହୋଇନି ବରଂ ଷ୍ଟକ୍ କରାଯାଇଛି ବୋଲି କହିଛନ୍ତି ପ୍ରଯୋଜକ । ଏବେ ଫିଲ୍ମ ହିଟ ହେବା ପରେ ଖାଲି ନାଟକ ଚାଲିଛି। ସଂସ୍ଥା ପକ୍ଷରୁ ସେମିତି କିଛି ହୋଇନାହିଁ ବୋଲି ସେ ପ୍ରତିକ୍ରିୟା ରଖିଛନ୍ତି  । 
ଅଧିକ ପଢନ୍ତୁ ମନୋରଞ୍ଜନ ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Education Next Season 5
Sponsored
Allegation of fraud in the name of Maligiri sponsor | Argus News