Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ବିଦେଶିନୀଙ୍କୁ ଅସଦାଚରଣ ଅଭିଯୋଗ, ଲିଙ୍ଗରାଜ ସେବାୟତ ଗିରଫ

Odisha

ବିଦେଶିନୀଙ୍କୁ ଅସଦାଚରଣ ଅଭିଯୋଗ, ଲିଙ୍ଗରାଜ ସେବାୟତ ଗିରଫ

Ritu Das
Browse all articles by Ritu Das
·2 years ago
ବିଦେଶିନୀଙ୍କୁ ଅସଦାଚରଣ ଅଭିଯୋଗ, ଲିଙ୍ଗରାଜ ସେବାୟତ ଗିରଫ

ଅର୍ଗସ ବ୍ୟୁରୋ: ଗିରଫ ହେଲେ ଲିଙ୍ଗରାଜ ମନ୍ଦିର ସେବାୟତ। ବିଦେଶିନୀଙ୍କୁ ଅସଦାଚରଣ ଅଭିଯୋଗରେ ଗିରଫ ହୋଇଛନ୍ତି ଜଣେ ସେବାୟତ। ଗିରଫ ଅଭିଯୁକ୍ତଙ୍କ ନାମ କୁଣ୍ଡୁ ମହାପାତ୍ର ବୋଲି ଜଣାପଡ଼ିଛି। 

ଖବର ଅନୁଯାୟୀ, ଲିଙ୍ଗରାଜ ମନ୍ଦିରର ଉତ୍ତର ଦ୍ବାର ବାହାରେ ବିଦେଶିନୀଙ୍କୁ ଅସଦାଚରଣ କରିଥିଲେ ସେବାୟତ। ଏନେଇ ଲିଙ୍ଗରାଜ ଥାନା ପୋଲିସ ନିକଟରେ ଅଭିଯୋଗ କରିଥିଲେ ବିଦେଶିନୀ। ଏହାପରେ ଆକ୍ସନକୁ ଆସି ପୋଲିସ ସେବାୟତ କୁଣ୍ଡୁ ମହାପାତ୍ରଙ୍କୁ ଗିରଫ କରିଛି। ଅଭିଯୁକ୍ତଙ୍କ ବିରୋଧରେ ଆଇପିସିର ଧାରା ୩୫୪, ୩୫୪A ଧାରା ଲାଗିଛି। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Allegation of misbehavior | Argus News