Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଭୋଟର ତାଲିକା ସଂଶୋଧନ ନାଁରେ ଟଙ୍କା ଆଦାୟ ହେଉଥିବାର ଅଭିଯୋଗ 

Manini Pattanayak
Browse all articles by Manini Pattanayak
·1 year ago
ଭୋଟର ତାଲିକା ସଂଶୋଧନ ନାଁରେ ଟଙ୍କା ଆଦାୟ ହେଉଥିବାର ଅଭିଯୋଗ 

କେନ୍ଦ୍ରାପଡା:  ଭୋଟର ତାଲିକା ସଂଶୋଧନ ନାଁରେ ଟଙ୍କା ଆଦାୟ ହେଉଥିବାର ଅଭିଯୋଗ । ଏପରି ଅଭିଯୋଗ ଆସିଛି କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ନିର୍ବାଚନ ମଣ୍ଡଳୀରୁ । ଅଭିଯୋଗ ଆଣିଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା  ମହାକାଳପଡ଼ା ବ୍ଲକ ରାମନାଗର  ଗାଁ ର ମିନା ବେହରା ।

ତାଙ୍କର ଭୋଟର ପରିଚୟ ପତ୍ର ସଂଶୋଧନ ନାଁରେ ଟଙ୍କା ଆଦାୟ ହେଉଥିବାର ଅଭିଯୋଗ ଥାନାରେ କରିଛନ୍ତି । ସେପଟେ ବାଲାଂ ଅନୁପ୍ରବେଶକାରୀଙ୍କୁ ଭୋଟର ତାଲିକାରେ ଯୋଡା ଯାଉଥିବାର ଅଭିଯୋଗ ଆସିବା ପରେ ଏହାକୁ ନେଇ ସାଧାରଣରେ ଏବେ ବଡ ପ୍ରଶ୍ନ ଚିହ୍ନ ସୃଷ୍ଟି ହୋଇଛି । 

ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Allegation of payment of money in the name of correction of voter list | Argus News