ନାବାଳିକାକୁ ଅପହରଣ ପରେ ମାରିଦେଲେ !
·2 years ago

ନୟାଗଡ: ନାବାଳିକା ଝିଅକୁ ଅପହରଣ କରି ମାରି ଦେଇଥିବା ମାଆର ଅଭିଯୋଗ । ନ୍ୟାୟ ପାଇଁ ଥାନାର ଦ୍ବାରସ୍ଥ ହେଲେ ପରିବାର । ନୟାଗଡ଼ ଜିଲ୍ଲା ଦଶପଲ୍ଲା ଅଞ୍ଚଳ ବାଣିଗୋଛା ଥାନାରେ ପହଞ୍ଚି ଅଭିଯୁକ୍ତଙ୍କୁ ଗିରଫ କରିବାକୁ ଦାବି ହୋଇଛି ।
ବାଣିଗୋଛା ଥାନା ତାକୁଡା ଗାଁର ମମତା ନାଏକଙ୍କ ଝିଅ ଲକ୍ଷ୍ମୀ ପ୍ରତିମାଙ୍କୁ ମିଥ୍ୟା ପ୍ରଲୋଭନ ଦେଖାଇ ମନୋଜ ନାଏକ ଓ ଅନ୍ୟ ୬ ଜଣ ଯୁବକ ଫେବୃଆରୀ ୨୩ ତାରିଖରେ ଜୋର ଜବରଦସ୍ତ ଉଠାଇ ନେଇ ମାରିଦେଇଥିବା ଅଭିଯୋଗ ହୋଇଛି । ପୋଲିସ ୬ ଜଣ ଅଭିଯୁକ୍ତକୁ ଥାନାରେ ଅଟକ ରଖି ପଚରା ଉଚୁରା କରୁଛି ।
ଅଧିକ ପଢନ୍ତୁ ଓଡ଼ିଶା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: