|
logo
Live

Argus News - କ୍ୟାପିଟାଲ ହସ୍ପିଟାଲରେ ମହିଳାଙ୍କୁ ଅସଦାଚରଣ ଅଭିଯୋଗ

Odisha

କ୍ୟାପିଟାଲ ହସ୍ପିଟାଲରେ ମହିଳାଙ୍କୁ ଅସଦାଚରଣ ଅଭିଯୋଗ

Swayangprajna Mishra
Browse all articles by Swayangprajna Mishra
·1 year ago
କ୍ୟାପିଟାଲ ହସ୍ପିଟାଲରେ ମହିଳାଙ୍କୁ ଅସଦାଚରଣ ଅଭିଯୋଗ

ଅର୍ଗସ ବ୍ୟୁରୋ : କ୍ୟାପିଟାଲ ହସ୍ପିଟାଲରେ ମହିଳାଙ୍କୁ ଅସଦାଚରଣ  । କାର୍ଯ୍ୟରତ ସୁରକ୍ଷାକର୍ମୀ ଅସଦାଚରଣ କରିଥିବା ଅଭିଯୋଗ । ମହିଳାଙ୍କ ଘର ନବରଙ୍ଗପୁର ଜିଲ୍ଲାରେ । ସ୍ୱାମୀଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲ ରେ ଭର୍ତି କରିଥିଲେ । ରାତିରେ ଜଣେ ସୁରକ୍ଷାକର୍ମୀ ଅସଦାଚରଣ କରିଥିବା ନେଇ କ୍ୟାପିଟାଲ ଥାନାରେ ଅଭିଯୋଗ ।

ଅଧିକ ପଢନ୍ତୁ : ନୃତ୍ୟ ଗୁରୁଙ୍କ ନାଁରେ ସୋସିଆଲ ମିଡ଼ିଆ ଅସଦାଚରଣ ଅଭିଯୋଗ

ଅଭିଯୋଗ ଆଧାରରେ ପୋଲିସର ତଦନ୍ତ ଜାରି । ହସ୍ପିଟାଲ ସିସିଟିଭି କୁ ଯାଞ୍ଚ କରୁଛି ପୋଲିସ । ସୁରକ୍ଷା କର୍ମୀ ଙ୍କୁ ପଚରାଉଚରା କରୁଛି ପୋଲିସ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
କ୍ୟାପିଟାଲ ହସ୍ପିଟାଲରେ ମହିଳାଙ୍କୁ ଅସଦାଚରଣ ଅଭିଯୋଗ | Argus News