Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ନର୍ସିଂ ଦିଦିଙ୍କୁ  ହାଉସ ସର୍ଜନ ଦୁର୍ବ୍ୟବହାର କରିଥିବା ଅଭିଯୋଗ

Banajyotshna Ray
Browse all articles by Banajyotshna Ray
·1 year ago
ନର୍ସିଂ ଦିଦିଙ୍କୁ  ହାଉସ ସର୍ଜନ ଦୁର୍ବ୍ୟବହାର କରିଥିବା ଅଭିଯୋଗ

ଅର୍ଗସ ବ୍ୟୁରୋ:  କଟକ ଏସସିବି ମେଡିକାଲରେ ହାଉସ ସର୍ଜନ ଓ ନର୍ସିଂ ଦିଦି ମୁହାଁମୁହିଁ। ନର୍ସିଂ ଦିଦିଙ୍କୁ  ହାଉସ ସର୍ଜନ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି । ଅନ୍ୟପଟେ ହାଉସ ସର୍ଜନଙ୍କୁ ନର୍ସିଂ ଦିଦି ମାନେ ଦୁର୍ବବ୍ୟବହାର କରିଥିବା ପାଲଟା ଅଭିଯୋଗ ହୋଇଛି। ଯାହାକୁ ନେଇ ଏସସିବିରେ ଧାରଣାରେ 600 କର୍ମଚାରୀ । ସେପଟେ ଘଟଣାର ସମାଧାନ କରିବାରେ ବିଫଳ ହୋଇଛନ୍ତି ଏସସିବି ଅଧୀକ୍ଷକ । ଏଘଟଣା ବଢ଼ି ବଢ଼ି ଚାଲିଥିବେଳେ ସମାଧାନ କେବେ ହେବ ତାକୁ ନେଇ ଚିନ୍ତା।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored