ଦେଶୀ ମହୁଲୀ ମଦ ରାନ୍ଧୁଥିବା ଅଭିଯୋଗ, ୨ ଜଣ ଗିରଫ
·2 years ago

ଅର୍ଗସ ବ୍ୟୁରୋ: ଖଲ୍ଲିକୋଟ ଆଦିବାସୀ ଅଧ୍ୟୁଷିତ ବାଦପଲ୍ଲୀ ପଞ୍ଚାୟତରେ ଦେଶୀ ମହୁଲୀ ମଦ ରାନ୍ଧୁଥିବା ଅଭିଯୋଗରେ ୨ ଜଣ ଗିରଫ । ଦୁଇ ଦିନ ପୂର୍ବରୁ ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା । ଗୀରଫ ଦୁଇ ଜଣ ହେଲେ କମାରସିଂ ଗ୍ରାମର ଦୂର୍ଯ୍ୟୋଧନ ଶବର ଓ ବୁଲୁ ଶବର । ଏହି ପ୍ରତିବାଦରେ ଶହ ଶହ ଆଦିବାସୀ ମେଳିବାନ୍ଧି ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ଖଲ୍ଲିକୋଟ ଥାନା ଘେରାଉ କରିଥିଲେ। ସେମାନଙ୍କ ଦାବି ହେଲା ମଦ ପାଇଁ ଆଦିବାସୀଙ୍କ ଉପରେ ଅତ୍ୟାଚାର ବନ୍ଦ କରାଯାଉ। ଘଟଣା ସ୍ଥଳରେ ପରିସ୍ଥିତି ନିୟନ୍ତ୍ରଣ ପାଇଁ ପୋଲିସ ମୃତୟନ କରାଯାଇଥିଲା
ଅଧିକ ପଢ଼ନ୍ତୁ ଓଡିଶା ଖବର:
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
