ମେଣ୍ଟ ଚର୍ଚ୍ଚା , ନବୀନ ଡାକିଲେ ଜରୁରୀ ବୈଠକ
·2 years ago

ଅର୍ଗସ ବ୍ୟୁରୋ : ନବୀନ ଡାକିଲେ ଜରୁରୀ ବୈଠକ । ମେଣ୍ଟ ଚର୍ଚ୍ଚା ଭିତରେ ବୈଠକ ଡାକରା ନେଇ ସରଗରମ ରାଜନୀତି । କାଲି ଅପରାହ୍ନରେ ନବୀନ ନିବାସରେ ବସିବ ଜରୁରୀ ବୈଠକ । ଏପଟେ ଅମିତ ଶାହ ଜରୁରୀ ବୈଠକ ଡାକିଥିବା ସୂଚନା ରହିଛି ।
ଅଧିକ ପଢନ୍ତୁ : କାହିଁକି ମେଣ୍ଟ କରିବାକୁ ଆଗ୍ରହୀ 25 ବର୍ଷର ବିଜୁ ଜନତା ଦଳ ?
ଦିଲ୍ଲୀ ସ୍ଥିତ ବାସଭବନରେ ମନମୋହନ ସାମଲ , ବିଜୟପାଲ ସିଂ ତୋମାର ଆଦି ନେତା ଉପସ୍ଥିତ ଅଛନ୍ତି । ତେବେ ଆସନ୍ତାକାଲି ଏନଡିଏ ବୈଠକ ଥିବାରୁ ଆଜି ସୁଦ୍ଧା ମେଣ୍ଟ ନିଷ୍ପତ୍ତି ହେବା ସମ୍ଭାବନା ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: