Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ପୁଣି ତପ୍ତପାଣି ଘାଟିରେ ବସ ଦୁର୍ଘଟଣା: ୭ ଗୁରୁତର

Ritu Das
Browse all articles by Ritu Das
·2 years ago
ପୁଣି ତପ୍ତପାଣି ଘାଟିରେ ବସ ଦୁର୍ଘଟଣା: ୭ ଗୁରୁତର

ଅର୍ଗସ ବ୍ୟୁରୋ: ପୁଣି ତପ୍ତପାଣି ଘାଟିରେ ବରଯାତ୍ରୀ ବସ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ୭ଜଣ ଗୁରୁତର ହୋଇଛନ୍ତି। 

ଗଜପତି ଜିଲ୍ଲାର ଚାନ୍ଦିପୁଟରୁ ବ୍ରହ୍ମପୁର ଅଭିମୁଖେ ଆସୁଥିବା ବେଳେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଘଟଣାସ୍ଥଳରେ ଦମକଳ ବାହିନୀ ଓ ଆମ୍ବୁଲାନ୍ସ ପହଞ୍ଚି ଆହତଙ୍କୁ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Also bus accidents | Argus News