Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଆଠଗଡ଼ରେ ସରକାରୀ ଚଞ୍ଚକତାର ପର୍ଦ୍ଦାଫାସ୍ କଲେ ସାଧାରଣ ଜନତା

Odisha

ଆଠଗଡ଼ରେ ସରକାରୀ ଚଞ୍ଚକତାର ପର୍ଦ୍ଦାଫାସ୍ କଲେ ସାଧାରଣ ଜନତା

Banajyotshna Ray
Browse all articles by Banajyotshna Ray
·2 years ago
ଆଠଗଡ଼ରେ ସରକାରୀ ଚଞ୍ଚକତାର ପର୍ଦ୍ଦାଫାସ୍ କଲେ ସାଧାରଣ ଜନତା

ଅର୍ଗସ ବ୍ୟୁରୋ:  ମିଛ ପ୍ରଚାରର ପୋଥି ପାଲଟିଛି ଆମ ଓଡ଼ିଶା ନବୀନ ଓଡ଼ିଶା ବୁକଲେଟ୍। ଆଠଗଡ଼ରେ ସରକାରୀ ଚଞ୍ଚକତାର ପର୍ଦ୍ଦାଫାସ୍ କଲେ ସାଧାରଣ ଜନତା।ଗ୍ରାମବାସୀଙ୍କ ଚାନ୍ଦାରେ ତିଆରି ସଙ୍କୀର୍ତ୍ତନ ଘରକୁ ଦେଖାଇଲେ ସରକାରୀ ଅନୁଦାନରେ ନିର୍ମିତ। କେନ୍ଦ୍ର ଅନୁଦାନରେ ନିର୍ମିତ କଲ୍ୟାଣ ମଣ୍ଡପକୁ ବି ନିଜର କହି କଲେ ପ୍ରଚାର। ଯାହାକୁ ନେଇ ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଛି ଆନ୍ଦୋଳନ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ama Odisha Naveen Odisha booklet has become a source of false propaganda | Argus News