Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ଗାଁକୁ ରାସ୍ତା ନଥିବାରୁ ପହଞ୍ଚି ପାରିଲାନାହିଁ ଆମ୍ବୁଲାନ୍ସ, ଚାଲି ଚାଲି ଗଲେ ଗର୍ଭବତୀ

Odisha

ଗାଁକୁ ରାସ୍ତା ନଥିବାରୁ ପହଞ୍ଚି ପାରିଲାନାହିଁ ଆମ୍ବୁଲାନ୍ସ, ଚାଲି ଚାଲି ଗଲେ ଗର୍ଭବତୀ

Banajyotshna Ray
Browse all articles by Banajyotshna Ray
·2 years ago
ଗାଁକୁ ରାସ୍ତା ନଥିବାରୁ ପହଞ୍ଚି ପାରିଲାନାହିଁ ଆମ୍ବୁଲାନ୍ସ, ଚାଲି ଚାଲି ଗଲେ ଗର୍ଭବତୀ

ଅର୍ଗସ ବ୍ୟୁରୋ:  ଗାଁକୁ ରାସ୍ତା ନଥିବାରୁ ପହଞ୍ଚି ପାରିଲାନାହିଁ ଆମ୍ବୁଲାନ୍ସ। ଚାଲି ଚାଲି ଗଲେ ଗର୍ଭବତୀ। ସମ୍ବଲପୁର ବାମରା ବ୍ଲକ ରବଗା ପଞ୍ଚାୟତ ଅଭାବନୀୟ ଘଟଣା । ସିମେଲବାହାଲ ଜହରୁଢିପା ଗାଁକୁ ରାସ୍ତା ନଥିବାରୁ ଆମ୍ବୁଲାନ୍ସ ଯିବା ସମ୍ଭବ ହୋଇ ନଥିଲା । ଶେଷରେ ଗର୍ଭବତୀ ମହିଳାଙ୍କୁ ଚାଲି ଚାଲି ଯିବାକୁ ପଡ଼ିଥ‌ିଲା । ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ଗାଁରେ ୩୦ରୁ ଊର୍ଦ୍ଧ୍ବ ପରିବାର ବାସ କରୁଥିବା ବେଳେ ଆଜି ପର୍ଯ୍ୟନ୍ତ ଏହି ଗାଁକୁ ରାସ୍ତା ପହଞ୍ଚି ନାହିଁ । ରାସ୍ତା ପାଇଁ ବାରମ୍ବାର ଅଭିଯୋଗ ହେଉଥିବା ବେଳେ କର୍ଣ୍ଣପାତ କରୁନାହାନ୍ତି ପ୍ରଶାସନ ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Painting
Sponsored
Ambulance could not reach the village due to lack of roads. | Argus News